Below header

ହରିୟାଣା ରାଜନୀତିରେ ଅସନ୍ତୋଷ, ଦୁଷ୍ୟନ୍ତ ଚୌତଲାଙ୍କ ଦଳ ଜେଜେପିର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାମ୍‌ କୁମାର ଗୌତମ

ହରିୟାଣା : ହରିୟାଣା ରାଜନୀତିରେ ଅସନ୍ତୋଷ । ଦୁଷ୍ୟନ୍ତ ଚୌତଲାଙ୍କ ଦଳ ଜେଜେପିର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାମ୍‌ କୁମାର ଗୌତମ । ରାମ୍‌ କୁମାର ସିଧାସଳଖ ଦୁଷ୍ୟନ୍ତ ଚୌତଲାଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଦୁଷ୍ୟନ୍ତ ଜାଣିବା ଦରକାର ଯେ ପାର୍ଟି ବିଧାୟକଙ୍କ ଯୋଗୁଁ ସେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସବୁଠୁ ଦୁଃଖର କଥା ଜେଜେପି-ବିଜେପି ମେଣ୍ଟ ଆମର ଅଧିକ ବିଧାୟକଙ୍କ ଅଜାଣତରେ ହୋଇଛି ।

dushyant

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.