Below header

ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ୭୦ ବର୍ଷ ବୟସରେ ଦେହାନ୍ତ, ୧୯୯୯ କାର୍‌ଗିଲ ଯୁଦ୍ଧରେ ଥିଲେ ସାମିଲ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ଦେହାନ୍ତ। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଏକ ମାସ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ରାଷ୍ଟ୍ରୀୟ ରାଇଫଲ୍‌ର ଡିଜି ଭାବେ ଅବସର ନେଇଥିଲେ ଧଳସାମନ୍ତ। ୧୯୯୯ କାର୍‌ଗିଲ ଯୁଦ୍ଧରେ ମଧ୍ୟ ସେ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.