Browsing Tag

passed away

୮୯ ବର୍ଷରେ ଆଖି ବୁଜିଲେ କ୍ରିକେଟର ମହାନ ଅଲରାଉଣ୍ଡର ସାର୍ ଗ୍ୟାରୀଫିଲ୍ଡ ସୋବର୍ସ

କ୍ରିକେଟ ଜଗତକୁ ଏକ ଅତ୍ୟନ୍ତ ଦୁଃଖଦ ଖବର ମିଳିଛି । କ୍ରିକେଟ ଇତିହାସର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବରେ ବିବେଚିତ ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ସାର୍ ଗ୍ୟାରୀଫିଲ୍ଡ ସୋବର୍ସଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ପରଲୋକରେ କ୍ରିକେଟର ଏକ ସୁବର୍ଣ୍ଣ ଯୁଗର ଅନ୍ତ ଘଟିଛି । କ୍ରିକେଟ…

ଆଉ ଶୁଭିବନି ଜାନକୀ ଅମ୍ମାଙ୍କ ସ୍ୱର, ୮୮ ବର୍ଷରେ ପରଲୋକ

ସଙ୍ଗୀତ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦକ୍ଷିଣ ଭାରତର ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟିକା ଏସ୍. ଜାନକୀଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି । ସମସ୍ତେ ତାଙ୍କୁ ସ୍ନେହରେ 'ଜାନକୀ ଅମ୍ମା' ବୋଲି ଡାକୁଥିଲେ । ତାଙ୍କ ଦେହାନ୍ତରେ ସମଗ୍ର ଭାରତୀୟ ସଙ୍ଗୀତ ଜଗତରେ ଶୋକର ଛାୟା…

ସାଉଥ୍ ଅଭିନେତା-ନିର୍ଦ୍ଦେଶକ କେ. ଭାଗ୍ୟରାଜଙ୍କର ପରଲୋକ, ହୃଦଘାତରେ ହେଦାନ୍ତ

ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ କେ. ଭାଗ୍ୟରାଜଙ୍କର ପରଲୋକ ହୋଇଛି । ସେ ୭୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ହୃଦଘାତରେ ଭାଗ୍ୟରାଜଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କର ଅବଦାନ ପାଇଁ ସେ ବ୍ୟାପକ ପ୍ରଶଂସା ଅର୍ଜନ କରି ପାରିଛନ୍ତି । ତାଙ୍କର ପରଲୋକର…

ପ୍ରସିଦ୍ଧ ନିର୍ମାତା ଭାରତୀରାଜାଙ୍କ ଦେହାନ୍ତ, ୮୫ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ

ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହା ତାମିଲ ଇଣ୍ଡଷ୍ଟ୍ରିରେ ଦୁଃଖର ଛାୟା ଖେଳାଇଦେଇଛି । ଆଜି ପ୍ରସିଦ୍ଧ ଫିଲ୍ମ ନିର୍ମାତା ଭାରତୀରାଜାଙ୍କ ଦେହାନ୍ତ ହୋଇଛି  । ସେ  ୮୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱାସ୍ଥ୍ୟ ଖରାପ ଏବଂ ବାର୍ଦ୍ଧକ୍ୟ…

ବରିଷ୍ଠ ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ, ୮୯ ବର୍ଷ ବୟସରେ ନେଲେ ଶେଷ ନିଶ୍ବାସ

ଭାରତର ପ୍ରସିଦ୍ଧ ଏବଂ କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ । ରବିବାର ସନ୍ଧ୍ୟାରେ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ଦେଶ ଏବଂ ସଙ୍ଗୀତ ଜଗତକୁ ସ୍ତବ୍ଧ କରିଦେଇଛି । ବଲିଉଡରୁ ରାଜନୀତି ପର୍ଯ୍ୟନ୍ତ, ପ୍ରମୁଖ ବ୍ୟକ୍ତିମାନେ ଶୋକ ପ୍ରକାଶ କରୁଛନ୍ତି ।…

ଆଉ ଶୁବିଭନି ଆଶା ତାଇଙ୍କ ସ୍ବର, ଶୋକରେ ବୁଡିଲା ପୁରା ବଲିଉଡ୍

ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ । ପରଲୋକ ନେଇ ସୂଚନା ଦେଲେ ପୁଅ ଆନନ୍ଦ ଭୋସଲେ । ୯୨ ବର୍ଷ ବୟସରେ ଆଖି ବୁଜିଲେ ଆଶା ଦିଦି । ଗତକାଲି ଏପ୍ରିଲ ୧୧ ଶନିବାର ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଶା ଭୋସଲେ, ଗୁରୁତର ଦୁର୍ବଳତା ଏବଂ ଛାତିରେ ଇନଫେକ୍ସନ…

ସାଉଥ୍ ଅଭିନେତା ଏବଂ ନିର୍ଦ୍ଦେଶକ ଇ.ଏ. ରାଜେନ୍ଦ୍ରନଙ୍କ ୭୧ ବୟସରେ ପରଲୋକ, ଜନ୍ମମାଟିରେ ହେବ ଶେଷକୃତ୍ୟ

ଲୋକପ୍ରିୟ ସାଉଥ୍ ଅଭିନେତା ଏବଂ ନିର୍ଦ୍ଦେଶକ ଇ.ଏ. ରାଜେନ୍ଦ୍ରନ ୭୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କୋଲାମର ପଟ୍ଟାଥାନମ୍ ସ୍ଥିତ ତାଙ୍କ ବାସଭବନରେ ଅଭିନେତାଙ୍କର ପରଲୋକ ଘଟିଛି । ଦୀର୍ଘ ଦିନର ବାର୍ଦ୍ଧକ୍ୟଜନିତ ରୋଗ ପାଇଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି ।…

ପଦ୍ମଶ୍ରୀ ହର୍ମାନ କୁଲକେଙ୍କ ପରଲୋକ, ଜର୍ମାନୀର ବିଶିଷ୍ଟ ଐତିହାସିକ ଥିଲେ କୁଲକେ

ନୂଆଦିଲ୍ଲୀ: ପଦ୍ମଶ୍ରୀ ହର୍ମାନ କୁଲକେଙ୍କ ପରଲୋକ । ଓଡ଼ିଶା ଇତିହାସର ଅନନ୍ୟ ଗବେଷକ ପ୍ରଫେସର ହର୍ମାନ କୁଲକେଙ୍କ ପରଲୋକ । ଜର୍ମାନୀର ବିଶିଷ୍ଟ ଇତିହାସକାର ତଥା ଓଡ଼ିଶା ସଂସ୍କୃତିର ଜଣେ ବଡ଼ ପ୍ରେମୀ ପ୍ରଫେସର ହର୍ମାନ କୁଲକେଙ୍କର ଦେହାନ୍ତ ହୋଇଛି । ଓଡ଼ିଶାର ଇତିହାସ ଓ ଜଗନ୍ନାଥ…

ଆଉ ନାହାଁନ୍ତି ଥାଇଲାଣ୍ଡର ରାଣୀ ମା, ୯୩ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ

ଥାଇଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସିରିକିତଙ୍କର ୯୩ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏପରି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି । ଯିଏ କି ବତ୍ତର୍ମାନର ରାଜା ଭାଜିରାଲଙ୍ଗକର୍ଣ୍ଣଙ୍କ ମାତା ଏବଂ ଦେଶର ସବୁଠାରୁ ଦୀର୍ଘକାଳୀନ ରାଜାଙ୍କ ପତ୍ନୀ ଭାବେ ପରିଚିତ ଥିଲେ । ସେ…

ଆଉ ନାହାଁନ୍ତି ବିଜ୍ଞାପନ ଜଗତର ଗୁରୁ ପିୟୁଷ ପାଣ୍ଡେ, ୭୦ ବର୍ଷ ବୟସରେ ଲିଭିଗଲା ଜୀବନ ଦୀପ

ଭାରତୀୟ ବିଜ୍ଞାପନ ଜଗତର ପିୟୁଷ ପାଣ୍ଡେଙ୍କର ଦେହାନ୍ତ ହୋଇଛି । ୭୦ ବର୍ଷ ବୟସରେ ଗତକାଲି ତାଙ୍କର ପରଲୋକ ଘଟିଛି । ପାଣ୍ଡେ କେବଳ ଜଣେ ବିଜ୍ଞାପନ ବିଶେଷଜ୍ଞ ନଥିଲେ ବରଂ ସେ ଜଣେ କାହାଣୀକାର ଥିଲେ । ଯିଏ କି ତାଙ୍କ ବିଜ୍ଞାପନ ମାଧ୍ୟମରେ ନିଜ ଭାଷାର ଉପସ୍ଥାପନ କରୁଥିଲେ, ଯାହା ବିଜ୍ଞାପନକୁ…

ଦୀପାବଳିରେ ଲିଭିଗଲା ଜୀବନ ଦୀପ, ୮୪ ବର୍ଷ ବୟସରେ ଆଖିବୁଜିଲେ ବଲିଉଡ କମେଡି କିଙ୍ଗ୍ ଅସରାନୀ

ଦୀପାବଳିରେ ଲିଭିଗଲା ବଲିଉଡ କମେଡି କିଙ୍ଗ୍ ଅସରାନୀଙ୍କ ଜୀବନ ଦୀପ ।   ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ହେବ ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ଜୟପୁର ମୂଳବାସିନ୍ଦା ଅସରାନୀଙ୍କ ପୁରା ନା ଥିଲା ଗୋବର୍ଦ୍ଧନ ଅସରାନୀ । ୫ ଦଶନ୍ଧି ରୁ ଅଧିକ ସମୟ ଧରି  ସେ…

ମଞ୍ଚ ଉପରେ ଟଳିପଡ଼ିଲେ ଅଭିନେତା ଦେବକାନ୍ତ ମିଶ୍ର, ଘଟଣାସ୍ଥଳରେ ହେଲା ମୃତ୍ୟୁ

ଜଗତସିଂହପୁର : ଏମିତି ବି ଆସେ ମୃତ୍ୟୁ । କିଏ ଜାଣିଥିଲା ଅଭିନୟ କରୁ କରୁ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯିବେ । ମଞ୍ଚରେ ଅଭିନୟ କରୁ ଥିବା ବେଳେ ଟଳିପଡ଼ିଲେ ଅଭିନେତା  । ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକରେ ମଞ୍ଚରେ ଅଭିନୟ ବେଳେ ଲୁହରେ ଭସାଇ ଆରପାରିକୁ ଚାଲିଗଲେ ଅଭିନେତା ଦେବକାନ୍ତ…