Browsing Tag

passed away

ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

ଭୁବନେଶ୍ବର (କେନ୍ୟୁଜ):  ଆଉ ନାହାନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ।  ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୋର ୩ଟା ୨୫ ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅସୁସ୍ଥତା…

ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ

ଭୁବନେଶ୍ବର (କେନ୍ୟୁଜ): ପରଲୋକରେ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେଡି ନେତା ମହେନ୍ଦ୍ର କୁମାର ବଢେଇ । ୫୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି । ଗତକାଲି ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ…

ଆଜି ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷକୃତ୍ୟ, ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ପରଲୋକରେ ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଗତକାଲି ସଂଧ୍ୟା ସାଢେ ୭ଟାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ…

ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ୱର(କେନ୍ୟୁଜ): ଅବସର ବେଉରିଆଙ୍କ ପରଲୋକ। ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ଦେହାନ୍ତ । ହୃଦଘାତରେ ଭୁନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ ଯୋଗୁ ହସ୍ପିଟାଲକୁ…

ଓଡିଶା ସଂଗୀତ ଜଗତର ବର୍ଷିୟାନ ଗୀତିକାର ନିମାଇଁ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର(କେନ୍ୟୁଜ୍): ଆଉ ନାହାନ୍ତି ସୁନାମ ଧନ୍ୟ ଗୀତିକାର ନିମାଇଁ ମହାନ୍ତି। ଓଡିଶା ସଂଗୀତ ଜଗତର ବର୍ଷିୟାନ ଗୀତିକାର ନିମାଇଁ ମହାନ୍ତିଙ୍କ ପରଲୋକ । ବାରିପଦାର ପୁରୁଣା ହାଟସାହି ସ୍ଥିତ ବାସଭବନରେ ୭୦ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ସୁନାମଧନ୍ୟ ଗୀତିକାରଙ୍କୁ ଶେଷ ଦର୍ଶନ ପାଇଁ…

ବିଷ୍ଣୁ ସେଠୀଙ୍କ ପରଲୋକରେ ଶୋକ, ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କଲେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ପରଲୋକ । ଦୁଃଖ ପ୍ରକାଶ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ସେହିପରି ଧର୍ମେନ୍ଦ୍ର ପ୍ରଧାନ ,ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମଧ୍ୟ ଟ୍ୱିଟ୍‌ କରି ନିଜର…

ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ, ଭୁବନେଶ୍ୱର ଏମ୍ସରେ ଥିଲେ ଚିକିତ୍ସାଧୀନ

ଭୁବନେଶ୍ୱର (କେନ୍ୟୁଜ): ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ଏମ୍ସ ଆଡିସନାଲ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି। କିଡନୀ ରୋଗରେ…

ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ଦେହାନ୍ତ, ଦୀର୍ଘ ଦିନ ହେବ ମସ୍ତିଷ୍କ ଓ ଫୁସଫୁସ୍ କ୍ଯାନସରରେ ପୀଡିତ…

ଭୁବନେଶ୍ୱର(କେନ୍ୟୁଜ୍):ଅଫେରା ରାଇଜରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୨୦୧୯ରୁ କ୍ୟାନସରରେ ପୀଡ଼ିତ ଥିଲେ ରାଜେଶ୍ୱରୀ । ମସ୍ତିଷ୍କ ଓ ଫୁସଫୁସ କର୍କଟ…

କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ

ଭୁବନେଶ୍ୱର(କେନ୍ଯୁଜ୍): ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ ତଥା କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ । ଆଜି ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୁଇ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ ଓ ୨୦୦୦ ମସିହାରେ ରୋଶନୀ ସିଂଦେଓ…

ବିଶିଷ୍ଟ ସାହିତ୍ୟିକ ମଙ୍ଗୁଲୁ ଚରଣ ବିଶ୍ୱାଳଙ୍କ ୮୬ ବର୍ଷ ବୟସ ପରଲୋକ

ସମ୍ବଲପୁର(କେନ୍ଯୁଜ୍): ବିଶିଷ୍ଟ ଲେଖକ, ଗୀତିକାର ତଥା ଶିକ୍ଷାବିତ ବର୍ଷିଆନ ମଙ୍ଗୁଲୁ ଚରଣ ବିଶ୍ୱାଳଙ୍କ ଦେହାନ୍ତ । ପରମାଣପୁର ନିକଟସ୍ଥ ବାରଡୁଙ୍ଗୁରି ଗ୍ରାମରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ୮୬ ବର୍ଷୀୟ ମଙ୍ଗୁଲୁ ବିଶ୍ୱାଳ ଗତକାଲି ରାତିରେ ଚିରନିଦ୍ରାରେ ଶୋଇପଡ଼ିଥିଲେ ।…

ନ୍ଯୁୟର୍କ ଆପାର୍ଟମେଣ୍ଟରୁ ମିଳିଲା ହଲିଉଡ ଅଭିନେତା ମାଇକେଲ କେ ୱିଲିୟମ୍ସଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ହଲିଉଡର ଲୋକପ୍ରିୟ ତଥା ଜଣାଶୁଣା ଅଭିନେତା ମାଇକେଲ କେ ୱିଲିୟମ୍ସଙ୍କ ପରଲୋକ ହୋଇଛି। ସୁପର ହିଟ୍ ଧାରାବାହିକ ‘The Wire’ ରେ ଓମାର ଲିଟିଲ ଭୂମିକାରେ ଅଭିନୟ କରିଥିଲେ। ୫୪ବର୍ଷ ବୟସରେ ନ୍ୟୁୟର୍କ ସିଟି ଆପାର୍ଟମେଣ୍ଟରୁ ମିଳିଛି ଅଭିନେତାଙ୍କ ମୃତଦେହ। ନ୍ୟୁୟର୍କ ପୋଲିସ ରାତି ପ୍ରାୟ ୨ଟା…

୪୩ ବର୍ଷ ବୟସରେ କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ ଦେହାନ୍ତ

ଭୁବନେଶ୍ବର(କେନ୍ଯୁଜ୍): କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ ଦେହାନ୍ତ । ୪୩ ବର୍ଷ ବୟସରେ ସଂଗ୍ରାମଙ୍କ ଦେହାନ୍ତ । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଆଜି ତାଙ୍କର ପରଲୋକ ହୋଇଥିବା ସୂଚନା ଦେଲେ ବିଧାୟକ ସୁରେଶ ରାଉତରାୟ। ସଂଗ୍ରାମ ଯୁବକମାନଙ୍କୁ ନେଇ ବିଭିନ୍ନ ବିପର୍ଯ୍ୟୟ ସମୟରେ ଲୋକଙ୍କ…