Browsing Tag

kargil war

ବାପାଙ୍କ ପରି ସହିଦ ହେଲା ପୁଅ, କାରଗିଲ ଯୁଦ୍ଧରେ ବାପା ଜୀବନ ଦେଇଥିଲେ ଏବେ ପୁଞ୍ଛ ଆତଙ୍କୀ ଆକ୍ରମଣରେ ଚାଲିଗଲା ପୁଅର…

ବାପା ଭଳି ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା ପୁଅ । ବାପା କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଏବେ ପୁଅ ଜମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ହେଲେ ସହିଦ। ପୁଞ୍ଛରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୫ ଜଣ ଯବାନଙ୍କ ମଧ୍ୟରେ ରହିଥିଲେ ସହିଦ…

କାରଗିଲ ଯୁଦ୍ଧରେ ପାକ୍‌ ସେନା ନିକଟରେ ନା ଥିଲା ରାସନ ନା ଅସ୍ତ୍ରଶସ୍ତ୍ର, ଗୁମର ଖୋଲିଲେ ନଓ୍ଵାଜ ସରିଫ୍‌

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ କାରଗିଲ ଯୁଦ୍ଧ ସହ ଜଡ଼ିତ କେତେକ ଖୁଲାସା କରିଛନ୍ତି। ପିଏମ୍‌ଏଲ୍‌-ଏନ୍‌ର ମୁଖ୍ୟ ନଓ୍ଵାଜ୍‌ ସରିଫ୍‌ କହିଛନ୍ତି ୧୯୯୯ର କାରଗିଲ ଯୁଦ୍ଧକୁ ପାକ୍‌ ସେନା ନୁହେଁ ବରଂ କିଛି ଜେନେରାଲ ଆରମ୍ଭ କରିଥିଲେ। ଏହା ଦ୍ୱାରା ପାକିସ୍ତାନର ବେଜ୍ଜତି…

ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ୭୦ ବର୍ଷ ବୟସରେ ଦେହାନ୍ତ, ୧୯୯୯ କାର୍‌ଗିଲ ଯୁଦ୍ଧରେ ଥିଲେ ସାମିଲ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ଦେହାନ୍ତ। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଏକ ମାସ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ରାଷ୍ଟ୍ରୀୟ ରାଇଫଲ୍‌ର ଡିଜି ଭାବେ ଅବସର…

୧୮ହଜାର ଫୁଟ ଉଚ୍ଚ, ୫୨୭ ଯବାନ୍ ସହିଦ୍ : ଜାଣନ୍ତୁ କେମିତି କାରଗିଲ୍‌ରେ ଉଡିଥିଲା ତ୍ରିରଙ୍ଗା

୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖ । ଏଲ୍‌ଓସି ନିକଟବର୍ତ୍ତୀ କାରଗିଲ୍‌ ଜିଲ୍ଲାର ଟାଇଗର ହିଲ୍‌, ଟ୍ରୋଲ ଲିଙ୍ଗ୍‌ ଭଳି ପର୍ବତ ଶିଖର ଉପରେ ପୁଣିଥରେ ଉଡିଥିଲା ବିଜୟ ତ୍ରିରଙ୍ଗା । ପାଳନ ହେଲା କାରଗିଲ୍‌ ବିଜୟ ଦିବସ । ଏହି ଦିନ ଭାରତୀୟ ସେନାର ଜବାବରେ କାରଗିଲ୍‌ରୁ ପାକିସ୍ତାନ ସେନା…