Below header

ଏ କି ମାନସିକତା : ଶବଘରେ ମୃତକ ହେଲେ ଦୁଷ୍କର୍ମର ଶିକାର

ଲଣ୍ଡନ : ଲଣ୍ଡନର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ଶବ ଘର ମଧ୍ୟରେ ପଶି ସେଠାରେ ଥିବା ମହିଳାଙ୍କ ମର ଶରୀର ସହ ଶରିରୀକ ସମ୍ବନ୍ଧ କରୁଥିବା ସମୟରେ ଧରାପଡ଼ିଛି। ଏନେଇ ଚୋରକୁ ୬ ବର୍ଷ ପାଇଁ ଦଣ୍ଡାଦେଶ ଘୋଷଣା କରାଯାଇଛି। ଦଣ୍ଡାଦେଶ ଶୁଣାଇବା ସମୟରେ ଜଜ୍ କହିଛନ୍ତି, ଏହି ଘଟଣା ସମସ୍ତ ମାନବଜାତିର ସମ୍ବନ୍ଦନଶୀଳତାକୁ ଆଘାତ ଦେଇଛି।

man

ପୋଲିସ ସୂଚନା ମୁତାବକ, ଯେଉଁ ସମୟରେ ଅଭିଯୁକ୍ତ ଚୋରକୁ ଗିରଫ କରାଯାଇଥିଲା ସେତେବେଳେ ସେ ନିଶାରେ ରହିବା ସହିତ କୃତିମ ଭାଙ୍ଗର ମଧ୍ୟ ସେବନ କରିଥିଲା। ୨୩ବର୍ଷିୟ ଏହି ଅପରାଧିଙ୍କୁ ଅଦାଲତ ଦୋଷୀ କହି ତାଙ୍କୁ ଦଣ୍ଡା ଶୁଣାଣୀ କରିଛନ୍ତି। ଶୁଣାଣୀ ସମୟରେ ତିନି ଶବଙ୍କୁ କ୍ଷତବିକ୍ଷତ କରାଯାଇଥିବା ବେଳେ ୯ଟି ତାବୁତଙ୍କୁ ଭାଙ୍ଗି ଦିଆଯାଇଥିଲା ବୋଲି ଜଣାପଡ଼ିଥିଲା। ଏହି ସମୟରେ ଚୋର ୯ଟି ଶବ ସହ ର୍ଦୁବ୍ୟବହାର କରିଥିବା ଜଣାପଡ଼ିଥିଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.