Below header

ମିଜୋରାମରେ କ୍ଷମତା ପରିବର୍ତ୍ତନ: ସରକାର ଗଢ଼ିବ ଜୋରମ୍ ପିପୁଲ୍ସ ମୁଭମେଣ୍ଟ

ମିଜୋରାମରେ କ୍ଷମତା ପରିବର୍ତ୍ତନ । ଗାଦିଚ୍ୟୁତ ହେଲା ଶାସକ ମିଜୋ ନ୍ୟାସନାଲ୍ ଫ୍ରଣ୍ଟ । ଏମଏନଏଫ ହାତରୁ କ୍ଷମତା ଛଡ଼ାଇ ଆଣିଲା ଜୋରମ୍ ପିପୁଲ୍ସ ମୁଭମେଣ୍ଟ ବା ଜେଡପିଏମ୍ । ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ରହିଛି ୨୧ ।

ମିଜୋରାମ: ମିଜୋରାମରେ କ୍ଷମତା ପରିବର୍ତ୍ତନ । ଗାଦିଚ୍ୟୁତ ହେଲା ଶାସକ ମିଜୋ ନ୍ୟାସନାଲ୍ ଫ୍ରଣ୍ଟ । ଏମଏନଏଫ ହାତରୁ କ୍ଷମତା ଛଡ଼ାଇ ଆଣିଲା ଜୋରମ୍ ପିପୁଲ୍ସ ମୁଭମେଣ୍ଟ ବା ଜେଡପିଏମ୍ । ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ରହିଛି ୨୧ ।

ବର୍ତ୍ତମାନ ସୁଦ୍ଧା ଗଣତିରେ ZPM ୧୪ଟି ଆସନରେ ଜିତିଥିବା ବେଳେ ୧୩ଟି ସିଟ୍ ରେ ଆଗୁଆ ରହିଛି । ଏମଏନଏଫ୍ ୩ଟି ଆସନରେ ବିଜୟୀ ସହ ୭ଟି ସିଟରେ ଆଗୁଆ ରହିଛି । ସେହିପରି ବିଜେପି ଦୁଇଟି ସିଟରେ ଜିତିଛି । ଫଳରେ ମିଜୋରାମରେ ସରକାର କରିବ ଜେଡପିଏମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.