Browsing Tag

mizoram

ମିଜୋରମରେ ମିଆଁମାର ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୬ ଆହତ

ମିଜୋରମର ଲେଙ୍ଗପୁଇ ବିମାନ ବନ୍ଦରରେ ବଡ ଦୁର୍ଘଟଣା । ମିଆଁମାର ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ଘଟଣାରେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ବିମାନରେ ପାଇଲଟକୁ ମିଶାଇ ୧୪ ଜଣ ରହିଥିଲେ । ଆହତଙ୍କୁ ଲେଙ୍ଗପୁଇ ହସପିଟାଲରେ ଭର୍ତ୍ତି କରାଯାଇଛି ବୋଲି ମିଜୋରମ ଡିଜିପି…

ଜେଡ୍‌ପିଏମ୍‌ ନେତା ଲାଲଦୁହୋମା ମିଜୋରାମ ମୁଖ୍ୟମନ୍ତ୍ରୀ ଭାବରେ ନେଲେ ଶପଥ, ମନ୍ତ୍ରୀମଣ୍ଡଳରେ ରହିବେ ୧୨ ସଦସ୍ୟ

ଜୋରମ୍‌ ପିପୁଲ୍ସ ମୁଭମେଣ୍ଟ (ଜେଡ୍‌ପିଏମ୍‌)ର ନେତା ଲାଲଦୁହୋମା ଶୁକ୍ରବାର ମିଜୋରାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏଠାରେ ରାଜ ଭବନରେ ଆୟୋଜିତ ଏକ ସମାରୋହରେ ୭୩ ବର୍ଷୀୟ ଲାଲଦୁହୋମାଙ୍କ ସହ ଅନ୍ୟ ୧୧ ଜଣ ମଧ୍ୟ ରାଜ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ…

ରାଜ୍ୟର ସର୍ବ କନିଷ୍ଠ ବିଧାୟିକା, ଟିଭି ଆଙ୍କର ପରେ ଜିତିଛନ୍ତି ଏହି ବଡ଼ ପଦବୀ

ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଏହି ନିର୍ବାଚନରେ ବିଧାୟକ ପଦ ପାଇଁ ହୋଇଥିବା ଲଢ଼େଇରେ ଯିଏ ଆସନ ହାସଲ କରିଛନ୍ତି ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଠାକାର ମୁଖ୍ୟମନ୍ତ୍ରୀ ନିଜ ସିଟ ହରାଇଥିବା କଥା ଯେତେ ଚର୍ଚ୍ଚାରେ ନ ରହିଛି…

ମିଜୋରାମରେ କ୍ଷମତା ପରିବର୍ତ୍ତନ: ସରକାର ଗଢ଼ିବ ଜୋରମ୍ ପିପୁଲ୍ସ ମୁଭମେଣ୍ଟ

ମିଜୋରାମ: ମିଜୋରାମରେ କ୍ଷମତା ପରିବର୍ତ୍ତନ । ଗାଦିଚ୍ୟୁତ ହେଲା ଶାସକ ମିଜୋ ନ୍ୟାସନାଲ୍ ଫ୍ରଣ୍ଟ । ଏମଏନଏଫ ହାତରୁ କ୍ଷମତା ଛଡ଼ାଇ ଆଣିଲା ଜୋରମ୍ ପିପୁଲ୍ସ ମୁଭମେଣ୍ଟ ବା ଜେଡପିଏମ୍ । ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ରହିଛି ୨୧ । ବର୍ତ୍ତମାନ…

ନିର୍ମାଣାଧୀନ ରେଲୱେ ବ୍ରିଜ ଭୁଶୁଡି ୧୭ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ମିଜୋରାମରେ ନିର୍ମାଣଧୀନ ରେଲୱେ ବ୍ରିଜ ଭୁଶୁଡି ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପୋଲ ଭୁଶୁଡ଼ିବା ସମୟରେ ପ୍ରାୟ ୩୫ରୁ ୪୦ ଜଣ ଶ୍ରମିକ ଘଟଣାସ୍ଥଳରେ କାମ କରୁଥିଲେ । ସକାଳ ୧୦ରେ ଘଟଣା ଘଟିଛି । ରେଲୱେ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ।…

ଆସାମ-ମିଜୋରାମ ସୀମାରେ ହିଂସା, ବଳିପଡ଼ିଲେ ୬ ପୋଲିସ

ନୂଆଦିଲ୍ଲୀ: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତର ଦୁଇ ଦିନ ପରେ ସୋମବାର ଆସାମ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ପୁଣିଥରେ ସୀମା ବିବାଦ ଆରମ୍ଭ ହୋଇଛି। ଏହାକୁ ନେଇ ୨ ରାଜ୍ୟର ପୁଲିସ ଏବଂ ନାଗରିକ ମହାଁମୁହିଁ ହୋଇଛନ୍ତି। ମାମଲା ବିଗିଡ଼ିବାରୁ ସୀମାରେ ଲାଠି ଚାଳନା, ଲୁହବୁହା ଗ୍ୟାସ୍‌,…

ବଦଳିଲା ମିଜୋରାମ୍ ଇତିହାସ, ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ଜଣେ ମହିଳା

ଦେଶର ଲୋକସଭା ନିର୍ବାଚନା ନେଇ ମାହୋଲ ବେଶ ଗରମ ରହିଛି। ତେବେ ମିଜୋରାମ୍ ଇତିହାସରେ ଦେଖିବାକୁ ମିଳିଛି ପ୍ରଥମ ଘଟଣା। ଏଠାରେ ପ୍ରଥମ ଥର ପାଇଁ ଜଣେ ମହିଳା ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ତାହା ପୁଣି ଭଗବାନଙ୍କ ଇଚ୍ଛାରେ। ଯଦି ସେ ବିଜୟ ହାସଲ କରିବେ, ତେବେ ମିଜୋରାମ୍ ନିର୍ବାଚନୀ…