Below header

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛତା ଅଭିଯାନ, ମହାବଳୀପୁରମ ସମୁଦ୍ର ତଟରେ ପଡିଥିବା ଅଳିଆ ଆବର୍ଜନା କଲେ ସଫା

ମହାବଳୀପୁରମ: ମହାବଳୀପୁରମ ସମୁଦ୍ର ତଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ । ବିଚରେ ପଡିଥିବା ଅଳିଆ ଆବର୍ଜନା ସଫା କଲେ । ୩୦ ମିନିଟ ଧରି ସଫେଇ ଅଭିଯାନ ଚଳାଇଥିଲେ । ବିଚରେ ପଡି ରହିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନକୁ ଏକାଠି କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.