Below header

ପୁଣି ଅଡୁଆରେ ଇମ୍ରାନ ଖାନ୍‌, ନାଁରେ ୬ଟି ମାମଲା

ପୁଣି ଅଡୁଆରେ ଇମ୍ରାନ ଖାନ୍‌ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍ସାଫର ମୁଖ୍ୟ ଇମ୍ରାନ ଖାନ୍‌ ପାଇଁ ପୁଣି ଏକ ଅଡୁଆ ସୃଷ୍ଟି ହୋଇଛି ।

ପୁଣି ଅଡୁଆରେ ଇମ୍ରାନ ଖାନ୍‌ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍ସାଫର ମୁଖ୍ୟ ଇମ୍ରାନ ଖାନ୍‌ ପାଇଁ ପୁଣି ଏକ ଅଡୁଆ ସୃଷ୍ଟି ହୋଇଛି । ରାଓ୍ଵଲପିଣ୍ଡି ଆର୍ମି ଜେନେରାଲ ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ପାଇଁ କଡ଼ା ଆତଙ୍କବାଦ ନିରୋଧୀ ଅଧିନିୟମ ଅଧୀନରେ ୩ଟି ମାମଲାକୁ ସମେତ ତାଙ୍କ ନାଁରେ ମୋଟ୍‌ ୬ଟି ମାମଲା ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି ।

ରିପୋର୍ଟରେ କୁହାଯାଇଛି, ୭୦ ବର୍ଷୀୟ ଇମ୍ରାନଙ୍କ ବିରୋଧରେ ଏହି ୩ଟି ମାମଲା ମେ’ ୯ରେ ପଞ୍ଜୀକୃତ ହୋଇଥିବା ବେଳେ ବାକି ୩ଟି ମେ’ ୧୦ରେ ଆତଙ୍କବାଦ ନିରୋଧୀ ଆଇନ- ଏଟିଏ ଅନୁଯାୟୀ ପଞ୍ଜୀକୃତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.