Below header

ଅନଲାଇନ୍ ରେଳ ଟିକେଟ୍ ବୁକିଂ ପାଇଁ ଦେବାକୁ ହେବ ଚାର୍ଜ

ନୂଆଦିଲ୍ଲୀ : ଅନଲାଇନରେ ରେଳ ଟିକେଟ୍ ବୁକ୍ କଲେ ଏବେଠାରୁ ଚାର୍ଜ ଲାଗିବ । ଡେବିଟ୍ କାର୍ଡ଼, ପେଟିଏମ୍, ପେୟୁ, ଆଇଟିଜେଡ୍ ଜରିଆରେ ବି ଟିକେଟ୍ ବାବଦ ଟଙ୍କା ଦାଖଲ କଲେ ମଧ୍ୟ ପଇସା କଟିବ । ଏ ନେଇ ଭାରତୀୟ ରେଳବାଇ ପକ୍ଷରୁ ଘୋଷଣଶ କରାଯାଇଛି । ୧ ହଜାର ଟଙ୍କା ପର୍ଯନ୍ତ ଟିକେଟ୍ ପାଇଁ ୦.୨୫ ପ୍ରତିଶତ, ୨୦୦ ଟଙ୍କା ଯାଏ ୦.୫ ପ୍ରତିଶତ, ତାଠାରୁ ଅଧିକ କାରବାର ପାଇଁ ୧ ପ୍ରତିଶତ ଅର୍ଥ ଆପଣଙ୍କ ଡେବିଟ୍ କାର୍ଡ଼ରୁ କଟିବ । ପୂର୍ବରୁ ଏଥିପାଇଁ ଚାର୍ଜ ଲାଗୁନଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.