ବିମାନ କକପିଟ୍‌ ରେ ପେଚା , ପାଇଲଟ ସିଟ ପାଖରେ ରହିଥିଲା ବସି

ମୁମ୍ବାଇ(କେ ନ୍ୟୁଜ୍‌): କଥାଟା ଆଶ୍ଚର‌୍ୟ୍ୟ ଲାଗୁଥିଲେ ବି ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ଏୟାରପୋର୍ଟରେ। ଜେଟ୍‌ ଏୟାରଓ୍ଵଜ୍‌ ବିମାନ କକପିଟରେ ପେଚା ଥିବା ଦେଖିବାକୁ ମିଳିଥିଲା। ଏହାପରେ ତାକୁ ଉଦ୍ଧାର କରାଯାଇ ମୁମ୍ବାଇ ଅର୍ନ୍ତଜାତୀୟ ବିମାନବନ୍ଦରରେ ଥିବା ଅଗ୍ନିଶମ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ପେଚା ଟି କିପରି ବିମାନ କକପିଟକୁ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି।

Leave A Reply

Your email address will not be published.