ପେଚା କେମିତି ହେଲା ମାତା ଲକ୍ଷ୍ମୀଙ୍କ ବାହନ?, ପଢନ୍ତୁ ଏକ ପୌରାଣିକ କଥା
ଲୁପ୍ତ ହେବାକୁ ବସିଲାଣି ପେଚା । ଏବେ ଖୁବ୍ କମ୍ ସ୍ଥାନରେ ଦେଖିବାକୁ ମିଳୁଛନ୍ତି ଏହି ବିରଳ ପକ୍ଷୀ । ତେବେ ଭାରତୀୟ ସଂସ୍କୃତିରେ ପେଚାକୁ ଶୁଭ ଏବଂ ଧନ ସମ୍ପତ୍ତିର ପ୍ରତୀକ ବୋଲି କୁହାଯାଏ । କିନ୍ତୁ ଅଧିକାଂଶ ଲୋକ ଏହାକୁ ଡରିଥାନ୍ତି । ଏହି ଡରର କାରଣ ହେଉଛି ଏହାକୁ ଅଶୁଭ ବୋଲି ମଧ୍ୟ କେତେକ…