ବିପିନ ରାଓ୍ୱାତଙ୍କ ବୟାନର ଜବାବ ଦେଲେ କଂଗ୍ରେସ ନେତା ପି. ଚିଦାମ୍ବରମ୍‌, କହିଲେ ଆମକୁ କୁହ ନାହିଁ କଣ କରିବା ଉଚିତ୍‌

କେନ୍ୟୁଜ୍(ବ୍ୟୁରୋ):ସେନା ମୁଖ୍ୟଙ୍କୁ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କ ଟାର୍ଗେଟ୍‌ । କହିଲେ ଆମକୁ କୁହ ନାହିଁ କଣ କରିବା ଉଚିତ୍‌ । ଦୁଇ ଦିନ ତଳେ ସିଏଏ ଆନ୍ଦୋଳନ ନେଇ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ରଖିଥିବା ବୟାନର ଜବାବ ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ । କହିଛନ୍ତି, ରାଜନେତା କଣ କରିବ ତାହା କହିବା ସେନାର କାମ ନୁହଁ। ଆମେ ଆପଣଙ୍କୁ କେବେ କହୁ ନାହୁଁ ଯୁଦ୍ଧ କେମିତି କରାଯିବ।

 

 

Leave A Reply

Your email address will not be published.