Below header

ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଭାରତୀୟ ଯବାନ ସହିଦ

ଜମ୍ମୁ କାଶ୍ମୀର: ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ । ପାକିସ୍ତାନ ସେନାର ଗୁଳିମାଡ଼ରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ମେନ୍ଧର ସବ୍ ଡିଭିଜନ୍ କେଜି ସେକ୍ଟରରେ ଜଣେ ଯବାନ ସହିଦ ହୋଇଛନ୍ତି । ପୁଞ୍ଚ ଜିଲ୍ଲା ଅନ୍ତର୍ଗତ କୃଷ୍ଣା ଘାଟି ସେକ୍ଟରରେ ପାକିସ୍ତାନୀ ସେନା ଗୁଳି ଚଳାଇବା ସହ ସେଲିଂ ନିକ୍ଷେପ କରିଛି । ଭାରତୀୟ ସେନା ମଧ୍ୟ ଏହାର ମୁହଁ ତୋଡ ଜବାବ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.