ମୋଦି ସରକାରଙ୍କ ଉପରେ ବର୍ଷିଲେ AICC ମୁଖପାତ୍ର ପବନ ଖେରା

ନୁଆଦିଲ୍ଲୀ (କେନ୍ଯୁଜ୍) : ମୋଦି ସରକାରଙ୍କ ଉପରେ ବର୍ଷିଲେ AICC ମୁଖପାତ୍ର ପବନ ଖେରା। ରାଫେଲ ବିମାନ କିଣାରେ ଦୁର୍ନିତୀ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଲୁଟ୍ ହୋଇଛି କୋଟି କୋଟି ଟଙ୍କା। ରାଫେଲ ଦୁର୍ନୀତି ପାଇଁ ଓଡ଼ିଶାର ୩୦ରୁ ୪୦ ହଜାର ଯୁବକ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଥିବା କହିଛନ୍ତି ପବନ ଖେରା ।