Below header

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ କବଳରୁ ମୁକ୍ତହେଲେ ଅପହୃତ ପୋଲିସଙ୍କ ପରିବାରଲୋକେ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ କବଳରୁ ମୁକ୍ତହେଲେ ଅପହୃତ ପୋଲିସଙ୍କ ପରିବାରଲୋକେ। ଆତଙ୍କୀ ସଙ୍ଗଠନ ହିଜବୁଲ୍ ମୁଜାହିଦ୍ଦିନ୍ ସମସ୍ତଙ୍କୁ ଗତକାଲି ରାତିରେ ଛାଡି ଦେଇଛନ୍ତି। ପୋଲିସ କବଜାରେ ଥିବା ହିଜବୁଲ ମୁଦାହିଦ୍ଦିନର କେତେ ଜଣଙ୍କୁ ଛଡାଯିବା ପରେ ଏମାନେ ମୁକ୍ତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀ ସୈୟଦ ସଲାଉଦ୍ଦିନର ସାନ ପୁଅକୁ ଗିରଫ କରିବା ପରେ ଆତଙ୍କବାଦୀମାନେ ପୋଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଅପହରଣ କରିନେଇଥିଲେ। ଅପହୃତଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଓ ସେନା ମିଳିତ ଭାବେ ଆରମ୍ଭ କରିତିଲା ବଡ ଧରଣର ଅପରେସନ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.