Below header

ହଟ୍ ଆଉ ସେକ୍ସି ଦିଶନ୍ତି ଏହି ମହିଳା ପୋଲିସ ଅଫିସର, ତାଙ୍କ ହାତରେ ଗିରଫ ହେବାକୁ ପାଗଳ ହୁଅନ୍ତି ଲୋକେ

ପୋଲିସକୁ ଦେଖିବା ମାତ୍ରେ ଭଲ ଭଲ ଲୋକ ମଧ୍ୟ ଡରିଯାଆନ୍ତି। ବର୍ଦ୍ଦିର ଡର ସମସ୍ତଙ୍କୁ ଥାଏ। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ପୋଲିସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ହାତରେ ଗିରଫ ହେବା ପାଇଁ ଲୋକେ ପସନ୍ଦ କରିଥାଆନ୍ତି। ଏହି ମହିଳା ପୋଲିସ ଅଫିସର ଜଣକ ଏତେ ହଟ୍ ଯେ କେହି ବି ତାଙ୍କୁ ଦେଖି ପାଗଳ ହୋଇଯାଆନ୍ତି।

ଏତିକି ହିଁ ନୁହେଁ, ତାଙ୍କ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ଅନେକ ଦିଓ୍ଵାନା ରହିଛନ୍ତି। ସେ ଆଉ କେହି ନୁହଁନ୍ତି, ଜର୍ମାନୀର ସିନିୟର ପୋଲିସ ଅଫିସର ଏଡ୍ରିୟନ୍ କୋଲେସଜର। ଆଜିକାଲି ସୋସିଆଲ ମିଡିଆରେ ଏଡ୍ରିୟନ୍‌ଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି।

hot3

୩୨ ବର୍ଷୀୟା ଏହି ମହିଳା ପୋଲିସ ଅଫିସର ଜଣକ ଜର୍ମାନୀର ଡ୍ରେସ୍‌ଡେନ୍ ସହରରେ ରୁହନ୍ତି। ଫ୍ୟାନ୍‌ମାନେ ତାଙ୍କ ସାମ୍ନାରେ ଏତେ ସ୍ପୀଡ୍‌ରେ ଗାଡ଼ି ଚଲାନ୍ତି ଯେ ଯେପରି ଏଡ୍ରିୟନ୍ ସେମାନଙ୍କୁ ଗିରଫ କରିପାରିବେ। ଏଡ୍ରିୟନଙ୍କ କହିବା ହେଲା, ମହିଳାଙ୍କୁ ନଜରରେ ରଖି ସେ ନିଜ ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥାଆନ୍ତି। ପୁରୁଷଙ୍କ ପାଇଁ ନୁହେଁ। ତାଙ୍କୁ ବାସ୍ ନିଜକୁ ଖୁସି ରଖିବାର ଅଛି।
ନିଜ ବିଷୟରେ ଏଡ୍ରିୟନ୍ କୁହନ୍ତି, ସେ ନିଜକୁ ସବୁଠାରୁ ପରଫେକ୍ଟ ମାନନ୍ତି ନାହିଁ। କିନ୍ତୁ ନିଜ ଲାଇଫ୍‌ରେ ସେ ଖୁସି ଅଛନ୍ତି।

ଏହାସହ ପଢ଼ନ୍ତୁ: ଭାରତର ଏହି ନଦୀ ବହିଥାଏ ଓଲଟା ଦିଗରେ, ଜାଣିଛନ୍ତି କି ଆପଣ?

୨୦୧୫ରେ ଏଡ୍ରିୟନ୍ ମହିଳା ବଡିବିଲ୍ଡିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ। ରାସ୍ତା ଦୁର୍ଘଟଣା, ଗଣ୍ଡଗୋଳ ଏବଂ ଘରୋଇ ହିଂସାକୁ ରୋକିବା ଉପରେ ସେ କାମ କରିଥାଆନ୍ତି। ତେବେ ଏଡ୍ରିୟନ୍‌ଙ୍କ ଇନ୍‌ଷ୍ଟାଗ୍ରାମ ଫଟୋକୁ ନେଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କର କୌଣସି ସମସ୍ୟା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.