Below header

“ଷ୍ଟାଚ୍ୟୁ ଅଫ୍‌ ୟୁନିଟି”କୁ ସଂଯୋଗ କରୁଥିବା ୮ଟି ଟ୍ରେନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  

ନୂଆଦିଲ୍ଲୀ(କେ ନ୍ୟୁଜ):  ଆସନ୍ତାକାଲି “ଷ୍ଟାଚ୍ୟୁ ଅଫ୍‌ ୟୁନିଟି”କୁ ସଂଯୁକ୍ତ କରୁଥିବା ୮ଟି ଟ୍ରେନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ଗୁଜୁରାଟରେ ଅନ୍ୟ ରେଳ ପରିଯୋଜନାକୁ ମଧ୍ୟ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ। କହିରଖିବା ଉଚିତ ହେବକି ୨୦୧୮ ଅକ୍ଟୋବର ୩୧ ତାରିଖରେ ନର୍ମଦା ନଦୀ କୂଳରେ ୧୮୨ ମିଟର ଉଚ୍ଚତା ବିଶିଷ୍ଟ “ଷ୍ଟାଚ୍ୟୁ ଅଫ ୟୂନିଟି” ଲୋକାର୍ପିତ ହୋଇଥିଲା |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.