Below header

G20 ସମ୍ମିଳନୀ ଶେଷରେ ଷ୍ଟଲ ବୁଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ଷ୍ଟଲରେ ୫ ମିନିଟ୍ ସମୟ ବିତାଇଲେ

G20 ସମ୍ମିଳନୀ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ମାନଙ୍କ ତରଫରୁ ପ୍ରଗତୀ ମଇଦାନରେ ଖୋଲା ଯାଇଥିବା ଷ୍ଟଲ ବୁଲିଥିଲେ। ଏହି ସମୟରେ ଓଡ଼ିଶା ସରକାରଙ୍କ ତରଫରୁ ଖୋଲା ଯାଇଥିବା ଷ୍ଟଲରେ ୫ ମିନିଟ୍ ସମାୟ ବିତାଇଥିଲେ ।

G20 ସମ୍ମିଳନୀ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ମାନଙ୍କ ତରଫରୁ ପ୍ରଗତୀ ମଇଦାନରେ ଖୋଲା ଯାଇଥିବା ଷ୍ଟଲ ବୁଲିଥିଲେ। ଏହି ସମୟରେ ଓଡ଼ିଶା ସରକାରଙ୍କ ତରଫରୁ ଖୋଲା ଯାଇଥିବା ଷ୍ଟଲରେ ୫ ମିନିଟ୍ ସମାୟ ବିତାଇଥିଲେ ।

ସେଠାରେ ଉପସ୍ଥିତ କର୍ମଚାରୀ ମାନଙ୍କ ସହ କଥା ହୋଇ ସମ୍ମିଳନୀ ସମ୍ପର୍କରେ ପଚାରି ବୁଝିଥିଲେ । ଏହି ସମୟରେ ମହାପ୍ରଭୁ ଜଗନ୍ନାଥଙ୍କୁ ନମସ୍କାର କରିଥିଲେ । ସମ୍ମିଳନୀର ସ୍ବାଗତସ୍ଥଳରେ ପ୍ରଦର୍ଶିତ କୋଣାର୍କ ଚକ ମୁଖ୍ୟଆକର୍ଷଣ ପାଲଟିଥିଲା । ଯାହାକୁ ନେଇ ପିଏମ୍ ମୋଦି ବେସ୍ ଖୁସି ବ୍ୟକ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.