ଜି୨୦ ସମ୍ମିଳନୀ ସମୟରେ ହୋଟେଲ ତାଜ ପ୍ୟାଲେସରୁ ମିଳିଥିଲା ଚୀନ ପ୍ରତିନିଧିଙ୍କ ରହସ୍ୟମୟ ବ୍ୟାଗ, ୧୨ ଘଣ୍ଟା ପର୍ଯ୍ୟନ୍ତ…
ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି- ୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ଏହି ସମ୍ମିଳନୀ ଶେଷ ହେବା ପରେ ଜି-୨୦ କମିଟି ପକ୍ଷରୁ ଏକ ବଡ ଘଟଣା ସାମ୍ନାକୁ ଆସିଛି । ୨ ଦିନ ଧରି ଚାଲିଥିବା ଶିଖର ସମ୍ମିଳନୀରେ ଚୀନର ଅତିଥି ଦିଲ୍ଲୀର ହୋଟେଲ ତାଜ୍ ପ୍ୟାଲେସରେ ରହିଥିଲେ। ଆଉ ସେମାନଙ୍କ ପାଖରେ ଏକ…