ରାଶିଫଳ: ଆଜି ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅନୁକୂଳ

ମନ ଶାନ୍ତ ରହିବ। ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଅଯଥା ଝଗଡ଼ାରୁ ଦୂରେଇ ରୁହନ୍ତୁ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ସାଙ୍ଗମାନଙ୍କ ସହଯୋଗ ପାଇବେ। ସୁସ୍ୱାଦୁ ଖାଦ୍ୟ ପ୍ରତି ରୁଚି ବଢ଼ିବ।

ମେଷ: ମନ ଶାନ୍ତ ରହିବ। ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଅଯଥା ଝଗଡ଼ାରୁ ଦୂରେଇ ରୁହନ୍ତୁ।

ବୃଷ: ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ସାଙ୍ଗମାନଙ୍କ ସହଯୋଗ ପାଇବେ। ସୁସ୍ୱାଦୁ ଖାଦ୍ୟପେୟ ପ୍ରତି ରୁଚି ବଢ଼ିବ।

ମିଥୁନ: ଖର୍ଚ୍ଚ ବଢ଼ିବ। କୌଣସି ମିତ୍ରଙ୍କ ସହଯୋଗରୁ ଚାକିରି ମିଳିପାରେ। ଆଶା ଓ ନିରାଶାର ଭାବ ମନରେ ରହିବ।

କର୍କଟ: ଆତ୍ମବିଶ୍ୱାସ ଭରପୂର ରହିବ। ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ଖର୍ଚ୍ଚ ବଢ଼ିବ।

ସିଂହ: ଅଯଥା ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ବାପାଙ୍କ ସହଯୋଗ ମିଳିବ।

କନ୍ୟା: ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ। ବସ୍ତ୍ର ଉପରେ ଖର୍ଚ୍ଚ ବଢ଼ିବ।

ତୁଳା: କ୍ରୋଧରୁ ଦୂରେଇ ରୁହନ୍ତୁ। ମାନସିକ ଶାନ୍ତି ରହିବ। ବସ୍ତ୍ର ଉପହାର ମିଳିପାରେ। ଆୟର ଅଭାବ ରହିବ।

ବିଛା: ପଠନ ପ୍ରତି ରୁଚି ବଢ଼ିବ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ବିଦେଶ ଯାତ୍ରା କରିପାରନ୍ତି। ସଂଯତ ରୁହନ୍ତୁ।

ଧନୁ: ମାନସିକ ଶାନ୍ତି ରହିବ। ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ। ଆଳସ୍ୟ ଅଧିକ ରହିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ମକର: କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ବୌଦ୍ଧିକ କାର୍ଯ୍ୟରୁ ଆୟ ବଢ଼ିପାରେ। ଭାଇମାନଙ୍କ ସହଯୋଗ ମିଳିବ।

କୁମ୍ଭ: ଚାକିରିରେ କାର୍ଯ୍ୟଭାର ବଢ଼ିପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବସ୍ତ୍ର ପ୍ରତି ରୁଚି ବଢ଼ିବ।

ମୀନ: ବାଣୀରେ ମଧୁରତା ରହିବ। କିନ୍ତୁ କ୍ରୋଧରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ। ବ୍ୟବସାୟରେ ଅଧିକ ପରିଶ୍ରମ କରିବେ।

Leave A Reply

Your email address will not be published.