Below header

ମାତ୍ର ୨୧ ବର୍ଷରେ ଚାଲିଗଲେ ହିପ-ହପ୍‌ ଷ୍ଟାର Juice Wrld , କିଛି ଦିନ ହେବ ପାଳିଥିଲେ ନିଜର ଜନ୍ମଦିନ

ଚିକାଗୋ ବେସଡ୍‌ ହିପ୍‌-ହପ୍‌ ଷ୍ଟାର Juice Wrldଙ୍କର ରବିବାର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ସେ ଛଅ ଦିନ ତଳେ ନିଜର ଜନ୍ମଦିନ ସେଲିବ୍ରେଟ ପାଳନ କରିଥିଲେ। ସେ ବିମାନରେ କାଲିଫର୍ଣ୍ଣିଆରୁ ଚିକାଗୋ ଯାଉଥିବାବେଳେ ବାଟରେ ଅସୁସ୍ଥ ଅନୁଭବ କଲେ। ଏହାପରେ ଏମରଜେନ୍ସୀ ଲ୍ୟାଣ୍ଡିଂ କରାଯାଇ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଗଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

juice wrldଚିକାଗୋ ପୋଲିସର ସ୍ପୋକସପର୍ସନ ଏହି ଦୁଃଖଦ ଘଟଣା ବିଷୟରେ ଜଣାଇଛନ୍ତି ଏବଂ ଘଟଣାର ତଦନ୍ତ ଜାରୀ ଚାଲୁଛି ବୋଲି ମଧ୍ୟ କହିଛନ୍ତି। ସେ ବହୁତ କମ୍‌ ବୟସର ଜଣେ ଜଣାଶୁଣା ରାପର୍‌ ଥିଲେ।

juice

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.