Below header

ବିଶ୍ୱର ସବୁଠୁ ଧନୀ ଭିକାରି, ସଂପତ୍ତି ସାଢେ ସାତ କୋଟି ଟଙ୍କା

ବିଶ୍ୱର ସବୁଠୁ ଧନୀ ଭିକାରି । ବିଶ୍ୱର ସବୁଠୁ ଧନୀ ଭିକାରୀ ହେଉଛନ୍ତି ମୁମ୍ବାଇର ଭରତ ଜୈନ । ସାଢେ ସାତ କୋଟି ଟଙ୍କା ସଂପତ୍ତିର ମାଲିକ । ମୁମ୍ବାଇ ରାସ୍ତାରେ ଭରତ ଭିକ ମାଗନ୍ତି ଭାରତ ଜୈନ ।

ବିଶ୍ୱର ସବୁଠୁ ଧନୀ ଭିକାରି । ବିଶ୍ୱର ସବୁଠୁ ଧନୀ ଭିକାରୀ ହେଉଛନ୍ତି ମୁମ୍ବାଇର ଭରତ ଜୈନ । ସାଢେ ସାତ କୋଟି ଟଙ୍କା ସଂପତ୍ତିର ମାଲିକ । ମୁମ୍ବାଇ ରାସ୍ତାରେ ଭରତ ଭିକ ମାଗନ୍ତି ଭାରତ ଜୈନ । ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ । ମୁମ୍ବାଇରେ ତାଙ୍କର ରହିଛି ଟୁ BHk ଫ୍ଲାଟ। ଯାହାର ଆନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ।

ଏହା ସହ ଥାନେର ତାଙ୍କର ଏକ ଦୋକାନ ଅଛି । ଯାହାର ଭଡ଼ା ମାସକୁ ୩୦ହଜାର । ପରେଲରେ ଏକ ଡୁପ୍ଲେକ୍ସ ଘରେ ଭାରତ ଜୈନ ତାଙ୍କ ପରିବାର ସହ ରୁହନ୍ତି । ତାଙ୍କ ପିଲାମାନେ ମଧ୍ୟ ଇଂରାଜୀ ମିଡିୟମ ସ୍କୁଲରେ ପାଠ ପଢୁଛନ୍ତି । ଟଙ୍କା ଅଭାବରୁ ପାଠ ପଢି ପାରିନଥିଲେ ଭାରତ। ମୁମ୍ବାଇ ରାସ୍ତାରେ ଭିକ ମାଗିବା ଆରମ୍ଭ କରିଥିଲେ।

ଭିକ ମାଗି ମାସକୁ ତାଙ୍କର ୬୦ରୁ ୭୫ ହଜାର ଟଙ୍କା ରୋଜଗାର କରନ୍ତି । ରେଲେଓ୍ଵ ଷ୍ଟେସନ ଓ ଆଜାଦ ମୈଦାନରେ ଭିକ ମାଗନ୍ତି । ଯେଉଁଠି ଘଣ୍ଟା ଘଣ୍ଟା କାମ କରି ଲୋକ ୫୦୦ ଟଙ୍କା ରୋଜଗାର କରିବାକୁ ସଂଘର୍ଷ କରନ୍ତି, ସେଠାରେ ଭାରତ ଜୈନ ଭିକ ମାଗି ଦିନକୁ ୨ହଜାରରୁ ୨୫୦୦ ଟଙ୍କା ରୋଜଗାର କରନ୍ତି । କୋଟିପତି ହେବା ପରେ ମଧ୍ୟ ଭିକ ମାଗିବା ଜାରି ରଖିଛନ୍ତି ଭରତ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.