Below header

ସୁବୋଧ କୁମାର ଜୟସ୍ବାଲ ହେବେ ସିବିଆଇର ପରବର୍ତ୍ତୀ ମୁଖ୍ୟ

ଆଇପିଏସ ସୁବୋଧ କୁମାର ଜୟସ୍ବାଲ ହେବେ ସିବିଆଇଜେ ପରବର୍ତ୍ତୀ ମୁଖ୍ୟ । ୧୯୮୫ ବ୍ୟାଚ ଆଇପିଏସ ସୁବୋଧ କୁମାରଙ୍କ କାର୍ଯ୍ୟକାଳ ୨ ବର୍ଷ ପାଇଁ ରହିବ । ପୂର୍ବରୁ ସେ ମୁମ୍ବାଇ ପୋଲିସ କମିଶନର ଏବଂ ସିଆଇଏଫର ଡିଜି ଭାବେ କାର‌୍ୟ୍ୟ କରିଥିଲେ । ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀ ଆବାସରେ ବୈଠକ ବସି ସୁବୋଧଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.