ବିବାହ ପାଇଁ ନିଆରା ଢଙ୍ଗରେ ପ୍ରପୋଜ୍ କଲେ ଯୁବତୀ, ଉପହାର ସ୍ବରୂପ ଗିଫ୍ଟରେ ଯାହା ଦେଲେ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଚୀନର ଜଣେ ଯୁବତୀ ନିଜର ବୟଫ୍ରେଣ୍ଡକୁ ଏକ ନିଆରା ଢଙ୍ଗରେ ବିବାହ ପାଇଁ ପ୍ରପୋଜ୍ କରିଛନ୍ତି । ପ୍ରପୋଜ୍ କରିବା ସମୟରେ ସେ ଏକ ବିଏମଡବ୍ଳୁ କାର୍ ଏବଂ ଏକ ଘର ନିଜ ବୟଫ୍ରଣ୍ଡକୁ ଉପହାର ହିସାବରେ ଦେଇଛନ୍ତି। ୨୪ ବର୍ଷିୟା ଚୀନ୍ ର ଏହି ଯୁବତୀ ବୟଫ୍ରେଣ୍ଡକୁ ପ୍ରପୋଜ୍ କରିବା ପାଇଁ ଏକ ସ୍ପେଶାଲ୍ ପ୍ଳାନ୍ କରିଥିଲେ ।

woman propose

ପ୍ରଥମେ ସେ ଏକ ଫୁଲତୋଡା ଦେଇ ସରପ୍ରାଇଜ୍ ଦେଇଥିଲେ । ଯେଉଁ ଫୁଲତୋଡା ଭିତରେ ବିଏମଡବ୍ଳୁ ଗାଡିର ଚାବି ଥୁଆହୋଇଥିଲା । ଏହାକୁ ଦେଖି ବୟଫ୍ରେଣ୍ଡ ଜଣଙ୍କ ହଠାତ୍ ଆଶ୍ଚର୍ଯ୍ଯ ହୋଇଯାଇଥିଲେ । ତାଙ୍କ ପ୍ରସ୍ତାବରେ ବୟଫ୍ରେଣ୍ଡ ଜଣଙ୍କ ରାଜି ହେବା ସହିତ ନିଜ ଗର୍ଲଫ୍ରେଣ୍ଡକୁ ସରପ୍ରାଇଜ୍ ପାଇଁ ଧନ୍ଯବାଦ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.