Below header

ମୁଁ ସମ୍ପୂର୍ଣ୍ଣ ସୁସ୍ଥ, ଟିକା ସୃଷ୍ଟି କରିବାରେ ଦାନ କରିବି ପ୍ଲାଜମା: ଟ୍ରମ୍ପ

ଆମେରିକା: କରୋନା ରୋଗରେ ଆକ୍ରାନ୍ତ ପରେ ଟ୍ରମ୍ପଙ୍କ ପ୍ରଥମ ସାକ୍ଷାତକାର । ସାକ୍ଷାତାକାରରେ ସେ କହିଛନ୍ତି ମୁଁ ସମ୍ପୂର୍ଣ୍ଣ ସୁସ୍ଥ । ଏବେ ଆଉ ଔଷଧ ଖାଉନି । ମୋତ ଯଦି ପଚରାଯାଏ, ଟିକା ସୃଷ୍ଟି କରିବାରେ ପ୍ଲାଜମା ଦାନ କରିବେ ବୋଲି ସେ କହିଛନ୍ତି । ଟ୍ରମ୍ପ କରୋନା ପଜିଟିଭ ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ପ୍ରଶ୍ନ ଉଠିଥିଲା ।

ଚିକତ୍ସା ପାଇଁ ତାଙ୍କୁ ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠୋର ତିିନି ଦିନ ରହିବା ପରେ ହ୍ଵାଇଟ ହାଉସକୁ ଫେରି ଆସିଥିଲେ । ଯାହାକୁ ନେଇ ଅନେକ ସମାଲୋଚନାର ଶିକାର ହୋଇଥିଲେ ଟ୍ରମ୍ପ । ଏବେ ସେ ସୁସ୍ଥ ହୋଇ ଟିକା ପ୍ରସ୍ତୁତ ପାଇଁ ପ୍ଲାଜମା ଦାନ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.