Browsing Tag

donald trump reaction

ଆମେରିକା ସଂସଦକୁ ଘେରାଉ କଲେ ଟ୍ରମ୍ପଙ୍କ ସମର୍ଥକ: ହିଂସାରେ ୪ ଜଣଙ୍କ ମୃତ୍ୟୁ, ଅନେକ ଆହତ

ଆମେରିକା: ଆମେରିକାର ୩ ଶହ ବର୍ଷ ଇତିହାସରେ ପ୍ରଥମ । ନିର୍ବାଚନରେ ପରାଜୟ ବରଣ କରିଥିବା ଜଣେ ରାଷ୍ଟ୍ରପତି ନିଜର ପରାଜୟ ସ୍ୱୀକାର କରିବାକୁ ରାଜି ନୁହନ୍ତି । ତାଙ୍କ ସମର୍ଥକମାନେ ଆମେରିକା ସଂସଦକୁ ଘେରାଉ କଲେ । ଟ୍ରମ୍ପଙ୍କ ସମର୍ଥକ ସଂସଦରେ ମଧ୍ୟ ପ୍ରବେଶ କରିଥିଲେ । ରାଷ୍ଟ୍ରପତି ନିର୍ବାଚନ…

ମୁଁ ସମ୍ପୂର୍ଣ୍ଣ ସୁସ୍ଥ, ଟିକା ସୃଷ୍ଟି କରିବାରେ ଦାନ କରିବି ପ୍ଲାଜମା: ଟ୍ରମ୍ପ

ଆମେରିକା: କରୋନା ରୋଗରେ ଆକ୍ରାନ୍ତ ପରେ ଟ୍ରମ୍ପଙ୍କ ପ୍ରଥମ ସାକ୍ଷାତକାର । ସାକ୍ଷାତାକାରରେ ସେ କହିଛନ୍ତି ମୁଁ ସମ୍ପୂର୍ଣ୍ଣ ସୁସ୍ଥ । ଏବେ ଆଉ ଔଷଧ ଖାଉନି । ମୋତ ଯଦି ପଚରାଯାଏ, ଟିକା ସୃଷ୍ଟି କରିବାରେ ପ୍ଲାଜମା ଦାନ କରିବେ ବୋଲି ସେ କହିଛନ୍ତି । ଟ୍ରମ୍ପ କରୋନା ପଜିଟିଭ ଆସିବା ପରେ ତାଙ୍କ…

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା ଉପରେ ଏପରି ପ୍ରତିକ୍ରିୟା ରଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

କେନ୍ୟୁଜ୍ : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ନେଇ ପାକିସ୍ତାନକୁ ସାରା ବିଶ୍ୱରୁ ସମାଲୋଚନାର ଶୀକାର ହେବାକୁ ପଡୁଛି । ଘଟଣାର ୫ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୁଲଓ୍ଵାମା ଆକ୍ରମଣକୁ ଭୟଙ୍କର ବୋଲି କହିଛନ୍ତି ଟ୍ରମ୍ପ । ସେ କହିଛନ୍ତି, ଏହି…