Below header

୩୦ ବର୍ଷ ପରେ ଶନି ଦେବ ନିଜ ରାଶିକୁ କରିବେ ଗମନ, ଏହି ୩ ରାଶି ଵାଲାଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ, ସବୁ କାର୍ଯ୍ୟରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯେବେ କୌଣସି ଗ୍ରହ ଗୋଚର କରିବେ ତାର ସିଧା ସଳଖ ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡିଥାଏ | ଏହି ପରିବର୍ତ୍ତନ କାହା ପାଇଁ ଶୁଭ ହୋଇଥାଏ ତ ଆଉ କାହା ପାଇଁ ହୋଇଥାଏ ଅଶୁଭ | କଳିଯୁଗର ଦଣ୍ଡାଧିକାରୀ ଶନିଦେବ 2022 ଏପ୍ରିଲ 29 ତାରିଖରେ ନିଜ ରାଶି କୁମ୍ଭକୁ ଚଳଣ କରିବେ |

ଶନି ଗ୍ରହ ଗୋଟିଏ ରାଶିରୁ ଆଉ ଏକ ରାଶିକୁ ଚଳଣ କରିବା ପାଇଁ 30 ମାସ ବା ଅଢେଇ ବର୍ଷ ସମୟ ଲାଗିଥାଏ | ଶଣିଦେବା ବ୍ୟକ୍ତିକୁ କର୍ମ ଅନୁସାରେ ଫଳ ଦେଇଥାନ୍ତି | ଶନିଙ୍କର ଏହି ଗୋଚର ପ୍ରଭାବ ସବୁ ରାଶିଙ୍କ ଉପରେ ତା ପଡି଼ବ | ହେଲେ ଏହି ୩ ରାଶିଙ୍କ ଉପରେ ବିଶେଷ ପ୍ରଭାବ ପକାଇବ | ଆସନ୍ତୁ ଜାଣିବା ଏହି ରାଶି ସବୁ କଣ |

ମେଷ ରାଶି :

ଆପଣଙ୍କ ଗୋଚର କୁଣ୍ଡଳୀରେ ଶନି 11 ଭାବରେ ଗୋଚର କରିବେ | ଯାହାକୁ ଲାଭ ଓ ଆୟର ଭାବ କୁହାଯାଏ | ତେଣୁ ଏହି ସମୟରେ ଆପଣଙ୍କ ଆୟରେ ବୃଦ୍ଧି ଘଟିବ | ଆୟର ନୂଆ ନୂଆ ସ୍ରୋତ ଖୋଲିବ | ବ୍ୟବସାୟରେ ଭଲ ଲାଭ ମିଳିବ | ଆପଣଙ୍କ କୁଣ୍ଡଳୀରେ ଶନି ଦେବ ଦଶମ ସ୍ଥାନର ମଧ୍ୟ ସ୍ୱାମୀ | ତେଣୁ ଏହି ସମୟରେ ଆପଣଙ୍କୁ ନୂଆ ଚାକିରି ଲାଭ ଯୋଗ ରହିଛି |

ବୃଷ ରାଶି :

ଆପଣଙ୍କ ପାଇଁ ଶନିଦେବଙ୍କ ଗୋଚର ଲାଭଦାୟକ ହେବ | ଦଶମ ସ୍ଥାନ ଚାକିରି ଓ କର୍ମର ସ୍ଥାନ | ତେଣୁ ଆପଣଙ୍କୁ ନୂଆ ଚାକିରି ଓ ପ୍ରମୋସନ ମିଳିପାରେ | ବୃଷ ରାଶିଙ୍କ ସ୍ୱାମୀ ଶୁକ୍ର ଗ୍ରହ ହୋଥିବାରୁ ଶୁକ୍ରଙ୍କ ସହ ଶନିଙ୍କର ମିତ୍ରତା | ରେଣୁ ଏହି ଗୋଚର ଆପଣଙ୍କ ପାଇଁ ଶୁଭଦାୟକ ହେବ |

ଧନୁ ରାଶି :

ଶନି ଦେବଙ୍କ ଗୋଚର ଆପଣଙ୍କ ପାଇଁ ବିଶେଷ ଫଳଦାୟକଃ ହେବ | କାରଣ ଶନିଙ୍କ ସାଡେ ସାତୀ ସରି ଯାଉଛି | ତେଣୁ ଶନି ଯାଉ ଯାଉ ଆପଣଙ୍କୁ ଭଲ ଫଳ ଦେଇଯିବେ | ଆପଣ କୌଣସି ପ୍ରପଟି ଡ଼ିଲ କରିପାରନ୍ତି | ନୂଆ ବାହାନ କିଣି ପାରନ୍ତି | ଶନି ଦେବ ଏଠାରେ ଆପଣଙ୍କ ପରାକ୍ରମଃ ଭାବରେ ଥିବାରୁ ଆପଣଙ୍କ ପରାକ୍ରମରେ ବୃଦ୍ଧି ପାଇବ | ଆପଣଙ୍କ ଗୁପ୍ତ ଶତ୍ରୁ ମଧ୍ୟ ନାଶ ପାଇବେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.