ହ୍ଵାଟ୍ସଆପ ନ ଖୋଲି ବି ପଢି ପାରିବେ ଆସିଥିବା ମେସେଜ, ଜାଣନ୍ତୁ ଏହି ଟିପ୍ସ

ହ୍ଵାଟ୍ସଆପ ଦୁନିଆର ସବୁଠୁ ବ୍ୟବହାର କରାଯାଉଥିବା ମେସେଜ ଆପ | ବେଳେ ବେଳେ ଏମିତି ହୋଇଥାଏ ଯେ ହ୍ଵାଟ୍ସଆପରେ ବାରମ୍ବାର ମେସେଜ ଆସୁଥାଏ ଆଉ ଆପଣ ଏହାକୁ ନ ଖୋଲି ଦେଖିବାକୁ ଚାହିଁଥାନ୍ତି | ମାତ୍ର ଏହିସବୁ ଜାଣି ନଥିବାରୁ ଆପଣ ଏହାର ବ୍ୟବହାର କରି ପାରନ୍ତି ନାହିଁ | ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି ତରିକା ଯାହାଦ୍ୱାରା ଆପଣ ହ୍ଵାଟ୍ସଆପ ନ ଖୋଲି ବି ମେସେଜ ପଢିପାରିବେ |

ଆପଣାନ୍ତୁ ଏହି ତରିକା :

ଆପଣଙ୍କ ସ୍ମାର୍ଟ ଫୋନ୍ ର ହୋମ ସ୍କିନ କୁ ଆସନ୍ତୁ | ଏହାକୁ କିଛି ସମୟ ପର୍ଯ୍ୟନ୍ତ ପ୍ରେସ କରି ରଖନ୍ତୁ | ଏଠାରେ ବିଜେଟ୍ସ ଅପସନ ଆସିବା | ଆପଣଙ୍କୁ ଏଠାରେ କ୍ଲିକ କରିବାକୁ ହେବ |

ଏଠାରେ ଅଲଗା ଅଲଗା ସେଟିଙ୍ଗ ବା ଆପ୍ସର ସର୍ଟକଟ ଦେଖାଯିବ | ଆପଣଙ୍କୁ ହ୍ଵାଟ୍ସଆପର ସାତକତ ଦେଖିବାକୁ ହେବ |

ଏବେ ଆପଣଙ୍କୁ ହ୍ଵାଟ୍ସଆପ ର 4×1 ବିଜେଟ୍ସକୁ କ୍ଲିକ କରିବାକୁ ହେବ | ଏହାପରିବ ଏହାକୁ ହଳଦ କରି ହୋମିସ୍କ୍ରୀନ କୁ ଆଣନ୍ତୁ |

ଏଠାରେ ଏହି ବିଜେଟ୍ସକୁ ଲଙ୍ଗ ପ୍ରେସ କରି ଏହାକୁ ଏକ୍ସପାଣ୍ଡ କରିବାକୁ ହେବ | ଏବେ ଆପଣ ହ୍ଵାଟ୍ସଆପ ନ ଖୋଲି ବି ହ୍ଵାଟ୍ସଆପ ମେସେଜ ପଢିପାରିବେ |

ଏହାଛଡା ହ୍ଵାଟ୍ସଆପ ୱେବ ଜରିଆରେ ମଧ୍ୟ ଚାଟ ନ ଖୋଲି ହ୍ଵାଟ୍ସଆପ ମେସେଜ ପଢି ପାରିବେ | ଏଠାରେ ଆପଣଙ୍କୁ ସେହି ଚାଟ ପାଖକୁ କେବଳ କ୍ରସର ନେବାକୁ ହେବ |

ଏହାଛଡା ଆପଣ ଯଦି ନୋଟିଫିକସନ ସେଟିଂରେ ଡ଼ିସପ୍ଲେ ନୋଟିଫିକସନ ଅନ ହୋମିସ୍କ୍ରୀନକୁ ଅନ ରଖିବେ, ତେବେ ବିନା ଆପ ଖୋଲି ମେସେଜ ପଢି ପାରିବେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.