Below header

ଜାଣନ୍ତୁ ପ୍ରତି ପିଲାକୁ କାହିଁକି ପସନ୍ଦ ହୋଇଥାଏ ଲୁଚକାଳି ଖେଳିବା

ଲୁଚକାଳି ଖେଳ କେବେ ପୁରୁଣା ହୁଏ ନାହିଁ ଏବଂ ସାରା ଦୁନିଆରେ ଏହି ଖେଳ ଖେଳାଯାଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଗେମ ଏତେ ପପୁଲାର କାହିଁକି ? ତାହେଲେ ଆସନ୍ତୁ ଜାଣିବା ଏହା ପଛର କାରଣ ଓ ଏହି ଖେଳର ଫାଇଦା ବିଷୟରେ ।

क्या आपको पता हैं बच्चों संग लुका-छुपी खेलने के फायदे

ଏହି ଗେମ କେବଳ ଆପଣଙ୍କ ପିଲାଙ୍କ ପାଇଁ ମଜାଦାର ଆକ୍ଟିଭିଟି ନୁହେଁ ବରଂ ପାୱାରଫୁଲ ଲର୍ଣ୍ଣିଙ୍ଗ ଟୁଲ ଅଟେ । ପିଲାମାନଙ୍କୁ ଏହି ଗେମ ଏତେ ପସନ୍ଦ ହୋଇଥାଏ ଯେ ବେଳେବେଳେ ସେମାନେ ଏହି ଗେମକୁ ଘଣ୍ଟା ଘଣ୍ଟା ଧରି ଖେଳିଥାନ୍ତି ।

जानें, बच्चों को क्यों पसंद होता है यह खेल

ଏକ ରିପୋର୍ଟରୁ ଜଣାଯାଇଛି ଯେ ଯଦି କୌଣସି ଜିନିଷକୁ ଗୋଟେ ପିଲା ଆଖି ଆଗରୁ କିଛି ସମୟ ପାଇଁ ଗାୟବ କରାଯାଇ ପୁଣିଥରେ ତାକୁ ରଖିଦିଆଯାଏ ତାହେଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଯଦିଓ ଏପରି ଦେଖି ଆମକୁ ହସ ଲାଗିନଥାଏ କିନ୍ତୁ ପିଲାମାନଙ୍କୁ ଏହାଦେଖି ବହୁତ ହସ ଲାଗିଥାଏ ଯାହାକି ଆପଣଙ୍କ ମୁଁହରେ ମଧ୍ୟ ହସ ଆଣିପାରେ ।

बच्चों के लिए पावरफुल लर्निंग टूल

ସ୍ବୀସ ଡେଭଲପମେଣ୍ଟ ସାଇକୋଲୋଜିଷ୍ଟ ଏହି ପ୍ରିନ୍ସିପୁଲକୁ ଅବଜେକ୍ଟ ପର୍ମାନେନ୍ସର ନାଁ ଦେଇଛନ୍ତି ଏବଂ ପିଲାମାନଙ୍କ ଜୀବନର ଦୁଇବର୍ଷ କେବଳ ଏହାକୁ ବୁଝିବାରେ ହିଁ କଟିଯାଇଥାଏ । ଯେମିତିକି ଆମେ ବଡ଼ ହେବାପରେ ଆମକୁ ଜଣାପଡେ ଯେ ଯଦି କେଉଁଠୁ ଏକ ଶବ୍ଦ ଆସୁଛି ତାହେଲେ ତାହା କେଉଁଠାରୁ ଆସୁଛି । ପିଲାଦିନେ ଆମେ ଏହିସବୁ ଶିଖିଥାଉ ।

जानें, बच्चे के विकास में कैसे मिलती है मदद

 

କେବଳ ଏତିକି ନୁହେଁ ଏହି ଗେମ ପିଲାମାନଙ୍କର ସେନ୍ସକୁ ମଧ୍ୟ ଷ୍ଟିମ୍ୟୁଲେଟ କରିଥାଏ । ସେମାନଙ୍କର ଭିଜୁଆଲ ଟ୍ରେକିଙ୍ଗ ମଜବୁତ ହେବା ସହିତ ସୋସିଆଲ ଡେଭଲପମେଣ୍ଟ ମଧ୍ୟ ବୃଦ୍ଧି ହୋଇଥାଏ । ତାସାହିତ ସେମାନଙ୍କର ସେନ୍ସ ଅଫ ହ୍ୟୁମର ମଧ୍ୟ ଭଲ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.