Below header

ମୂଲ୍ୟବାନ ଆପଣଙ୍କ ଜୀବନ : ବନ୍ୟା ସମୟରେ ଅବଲମ୍ବନ କରନ୍ତୁ ଏହି ସବୁ ସାବଧାନତା

ନିରାପଦ ଆଶ୍ରୟ ସ୍ଥଳରେ ରୁହନ୍ତୁ । ବନ୍ୟା ଛାଡ଼ିବାର ସୂଚନା ନ ପାଇବା ପର୍ଯ୍ୟନ୍ତ ସ୍ଥାନ ପରିତ୍ୟାଗ କରନ୍ତୁ ନାହିଁ ।

ରେଡ଼ିଓ କିମ୍ବା ଅନ୍ୟାନ୍ୟ ଗଣ ମାଧ୍ୟମରେ ଦିଆଯାଉଥିବା ସମାଚାର ପ୍ରତି ଧ୍ୟାନ ଦିଅନ୍ତୁ।

ଯଥା ସମ୍ଭବ ଫୁଟା ପାଣି ପିଅନ୍ତୁ । ନଚେତ ଜଳ ବିଶୋଧାନା ପାଇଁ କ୍ଲୋରିନ୍ ବଟିକା ବ୍ୟବହାର କରନ୍ତୁ ।

ଅଜଣା ପାଣି ଭିତରକୁ ଯାଆନ୍ତୁ ନାହିଁ ।

ଛୋଟ ପିଲାଙ୍କୁ ବନ୍ୟା ପାଣିକୁ ଛାଡ଼ନ୍ତୁ ନାହିଁ ।

ସାପ, ବିଛା ଓ ଅନ୍ୟାନ୍ୟ ବିଷଧର ସରୀସୃପ ପ୍ରତି ସାବଧାନ ରୁହନ୍ତୁ ।

ସୁଅ ଥିବା ପାଣିରେ ଯାନବାହାନ ଚଳାଚଳ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.