Below header

୯୯ % ଲୋକ ଜାଣିନାହାଁନ୍ତି ARMY ର ଫୁଲ ଫର୍ମ, କଣ ଆପଣଙ୍କୁ ଜଣାଅଛି ଏହାର ଜବାବ୍ ?

ଭାରତୀୟ ସେନା ଅର୍ଥାତ୍ ଆର୍ମିର ନାଁ ସାମ୍ନାକୁ ଆସିବା ମାତ୍ରେ ଗର୍ବରେ ଛାତି ହୋଇଯାଏ ଚଉଡା । ଆପେ ଆପେ ମନକୁ ଆସିଯାଏ ଦେଶ ଭକ୍ତିର ଭାବନା । ଏମିତି ନୁହେଁ ଯେ ଏହି ଭାବନା କେବଳ ଭାରତୀୟ ଲୋକଙ୍କ ସହ ହୋଇଥାଏ । ବରଂ ଏହା ଏମିତି ଏକ ଭାବନା ଯାହା ସବୁ ଦେଶର ନାଗରିକଙ୍କୁ ନିଜ ଦେଶର ଯବାନଙ୍କୁ ଦେଖିଲେ ହୋଇଥାଏ । ବିଶ୍ବର ଦ୍ବିତୀୟ ବଡ଼ ଶକ୍ତିଶାଳୀ ସେନା ହେଉଛି ଭାରତୀୟ ଆର୍ମି ।

ଯଦିଓ ଆପଣ ଆର୍ମି ଉପରେ ରୁଚି ରଖିଥାନ୍ତି କିନ୍ତୁ ଏହି ଶକ୍ତିଶାଳୀ ସେନାକୁ ନେଇ ଏକ ପ୍ରଶ୍ନର ଉତ୍ତର ପ୍ରାୟ ୯୯ ପ୍ରତିଶତ ଲୋକ ଜାଣିନଥିବେ । ବହୁତ କମ୍ ଲୋକ ଜାଣନ୍ତି ଆର୍ମିର ଫୁଲ୍ ଫର୍ମ । ତେବେ ଏହି ପ୍ରଶ୍ନର ଉତ୍ତର ଜାଣିବା ପୂର୍ବର ନଜର ପକାନ୍ତୁ କେଉଁଠୁ ଏବଂ କେମିତି ଆସିଲା ଏହି ଶବ୍ଦ ।

କେମିତି ହେଲା ଆର୍ମି ଶବ୍ଦ :

Indian Armyଲାଟିନ୍ ଭାଷା ଅର୍ମାଟାରୁ ଆସିଛି ଆର୍ମି ଶବ୍ଦ । ଏହାର ଅର୍ଥ ହେଉଛି ଆର୍ମଡ୍ ଫୋର୍ସ । ଆର୍ମି ଏକ ଅରର୍ଗାନାଇଜ୍ଡ ଫୋର୍ସ ଯିଏ ସ୍ଥଳ ଭାଗରେ ରହି ଯୁଦ୍ଧ କରିଥାଏ । ଏହା ନିଜ ମଧ୍ୟରେ ଅନେକ ଶାଖା ମେଲାଇ ପାରେ । ବାୟୁ ସେନା ଆର୍ମି ମଧ୍ୟରେ ହିଁ ସୀମିତ ଅଛି । ଶତ୍ରୁ ସହ ଲଢିବା ପାଇଁ ସର୍ବଦା ପ୍ରସ୍ତୁତ ଆର୍ମି ସେନା । ଏବଂ ଦେଶର ରକ୍ଷା ପାଇଁ ନିଜ ଜୀବନ ମଧ୍ୟ ଦେବାକୁ ପ୍ରସ୍ତୁତ ।

ଆର୍ମିର ଫୁଲ୍ ଫର୍ମ :

ଆର୍ମିର ଫୁଲ୍ ଫର୍ମ ହେଉଛି ALERT REGULAR MOBILITY YOUNG । ବର୍ତ୍ତମାନ ଭାରତ ନିକଟରେ ୧୧୨୯୦୦୦ ସୈନିକ ଅଛନ୍ତି । ଯେଉଁମାନେ ଆଇଏଏସ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ଏହାର ଫୁଲ୍ ଫର୍ମ ଜାଣିବା ନିହାତି ଆବଶ୍ୟକ । କାରଣ ଆଇଏଏସ୍ ପରୀକ୍ଷାରେ ଅଧିକାଂଶ ସମୟରେ ଏହି ପ୍ରଶ୍ନ ପଚରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.