ଥରେ ଦେଖନ୍ତୁ ମୟୁରର ଏହି ଭିଡିଓକୁ, ମନ ଝୁସି ହୋଇଯିବ

ମୟୁର ଏମିତି ଏକ ସୁନ୍ଦର ପକ୍ଷୀ ଯାହାର ଗୋଟିଏ ନଜର ଦେଖିଲେ ଯେମିତି ଲୋକଙ୍କ ଦିନ ସୁରୁଖୁରୁରେ ବିତିଯାଏ  । ଆଜ୍ଞା ହଁ, ଆଖି ତଥା ମନକୁ ଶାନ୍ତି ଦେଉଥିବା ଏହି ପକ୍ଷୀ ନିଜ ସୌନ୍ଦର୍ଯ୍ୟ, ନୃତ୍ୟ ପାଇଁ ପାଇଁ ପୁରା ଦୁନିଆରେ ପ୍ରସିଦ୍ଧି ଲାଭ କରିଛି । ଏମିତିରେ ମୟୁର ହେଉଛି ଭାରତର ଜାତୀୟ ପକ୍ଷୀ । ଯେବେ ଏହା ନାଚିଥାଏ ଲୋକଙ୍କର ବି ପାଦ ଆପେ ଆପେ ନାଚିବାକୁ ଲାଗିଥାଏ  । ସୋସିଆଲ ମିଡିଆରେ ଆମର ଏହି ଶାନଦାର ତଥା ରଙ୍ଗୀନ ପକ୍ଷୀର ଅସଂଖ୍ୟ ଭିଡିଓ ଓ ଫଟୋ ସେୟାର ହୋଇଛି  । ଆଉ ଏମିତିରେ ମୟୁରର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଲୋକେ ଥରେ କିମ୍ବା ଦୁଇଥର ନୁହେଁ ବାରମ୍ବାର ଦେଖୁଛନ୍ତି । ଏହି ଭିଡିଓଟିକୁ ପ୍ରକୃତରେ ଟ୍ୱିଟର ହ୍ୟାଣ୍ଡଲ @ buitengebieden ପକ୍ଷରୁ ସେୟାର କରାଯାଇଛି  । ଆଉ କ୍ୟାପ୍ସନରେ ଲେଖାଯାଇଛିକି “ମୋର…. ।” ଏହି ଭିଡିଓ ଟିକୁ ଖବର ଲେଖାଯିବା

ପର୍ଯ୍ୟନ୍ତ ୧୪ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି  । ଯେବେକି ୫ ଲକ୍ଷରୁ ଅଧିକ ସଂଖ୍ୟକ ଲାଇକ୍ସ ମିଳିବା ସହିତ ୬୪.୮ ହଜାର ଥର ରିଟ୍ୱିଟ ମିଳିସାରିଲାଣି  । ଏହା ସହ କୋଟି କୋଟି ୟୁଜର୍ସ ନିଜ ପ୍ରତିକ୍ରିୟା ଦେଇଛନ୍ତି  । ଜଣେ ୟୁଜର ନିଜ କମେଣ୍ଟରେ ଲେଖିଛନ୍ତିକି ମୟୁର ଏକ ସୁନ୍ଦର ପକ୍ଷୀ  । ଯେବେକି କିଛି ଲୋକ ପ୍ରକୃତି ସାରାଂଚନାର ପ୍ରଶଂସା କରିଛନ୍ତି  । ଏହି କ୍ଲିପଟି ହେଉଛି ୭
ସେକେଣ୍ଡର  । ଯେଉଁଥିରେ ଦେଖିପାରିବେ ଏକ ମୟୁର କିପରି ଏକ ପାର୍କ ମଝିରେ ଛିଡା ହୋଇଛି  । ଆଉ ଅଚାନକ ନିଜ ପର ଗୁଡିକୁ ହଲାଇ ଏହାକୁ ଶାନଦାର ତରିକାରେ ଉପରକୁ ଉଠାଉଛି  । ତାହାକୁ ଯିଏ ବି ଦେଖିଛନ୍ତି ତାଙ୍କ ନଜର ସେହିଠାରେ ହିଁ ଅଟକି ଯାଉଛି  । ଏହି ଦୃଶ୍ୟକୁ ଯିଏ ବି ଦେଖୁଛନ୍ତି ଚାରିପାଖର ଦୃଶ୍ୟର ପ୍ରଶଂସା ନକରି ରହିପାରୁନାହାନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.