ମଣିଷଙ୍କ ଭଳି କଥା କହୁଛି କୁକୁର, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ମଣିଷଙ୍କ ଭଳି କୁକୁର ମଧ୍ୟ କଥାବାର୍ତ୍ତା କରୁଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଷ୍ଟେଲା ନାମକ ଏହି କୁକୁରଟି ଲୋକଙ୍କ ସହ କିଭଳି କଥାବାର୍ତ୍ତା କରାଯାଏ ତାହା ଶିଖିଛି। ଷ୍ଟେଲାର ମାଲିକ କ୍ରିଷ୍ଟନା ହଙ୍ଗର ଜଣେ ସ୍ପିଚ୍‌ ପାଥୋଲୋଷ୍ଟ ହୋଇଥିବାରୁ ସେ ହିଁ ନିଜ ପୋଷା କୁକୁରଙ୍କୁ କଥାବାର୍ତ୍ତା କରିବା ଶିଖାଉଛନ୍ତି।

ଏହାସହ ପଢନ୍ତୁ: ଏମିତି ଏକ ପରିବାର ଯେଉଁଠି ଦୈନିକ ଖିଆଯାଏ ୧୦୦ କେଜି ଚାଉଳ, ୬୦ କେଜି ଆଳୁ

 

View this post on Instagram

 

Stella uses language differently when she’s in a heightened state versus when she’s calm! • Today when she heard some noises outside and wanted to go investigate, I told her we were staying inside. • Stella responded by saying, “Look” 9 TIMES IN A ROW, then “Come outside.” She was clearly in a more frantic state, and her language use matched that. We all sound differently than normal when we’re in distress, Stella included! • I’m impressed that Stella is communicating with language during her more heightened states, not just when she’s calm and in a quiet space. This shows me that words are becoming more automatic for her to use. It’s similar to when a toddler starts using language to express himself during times of frustration instead of only crying. That happens when it’s easy for the toddler to say words, not when he’s still learning and it takes a lot of focus to talk 🧠🗣 • • • • • #hunger4words #stellathetalkingdog #slpsofinstagram #speechtherapy #AAC #ashaigers #slp #corewords #SLPeeps #slp2be #earlyintervention #languagedevelopment #dogsofinstagram #dogmom #doglife #dogs #guarddog #animalpsychology #doglover #dogvideos #sandiegodog #catahoula #blueheeler #smartdog #dogcommunication #mydogtalks #animalcommunication #interspeciescommunication #loveanimals

A post shared by Christina Hunger, MA, CCC-SLP (@hunger4words) on

ଏଥିପାଇଁ କ୍ରିଷ୍ଟନା ଏକ କି-ବୋର୍ଡ ତିଆରି କରିଛନ୍ତି। କି-ବୋର୍ଡରେ ୨୯ଟି ବଟନ୍‌ରେ କମ୍‌, ପ୍ଲେ, ଲୁକ୍‌ ଆଦି ୨୯ଟି ଶବ୍ଦ ରହିଛି। ଯେତେବେଳେ ଷ୍ଟେଲା ମିଲିକାଣୀଙ୍କୁ କିଛି କହିବାକୁ ଚାହିଁଥାଏ, ସେତେବେଳେ ସେ ସେହି ବଟନ୍‌ ଚିପି ନିଜ ଭାବନା ଜଣାଇଥାଏ। ଏହାଦ୍ୱାରା କ୍ରିଷ୍ଟନା ସହଜରେ ଷ୍ଟେଲାର ମନ କଥା ବୁଝିପାରିଥାନ୍ତି। ବେଳେ ବେଳେ ୩-୪ଟି ଶବ୍ଦକୁ ମିଶାଇ ମଧ୍ୟ ଷ୍ଟେଲା କିଛି କହିଥାଏ।

ଏହାସହ ପଢନ୍ତୁ: କୁକୁର ମୁଣ୍ଡରେ ଉଠିଲା ଶିଙ୍ଗ, ପରୀକ୍ଷା ପରେ ଡାକ୍ତର କହିଲେ ଏମିତି କଥା…

 

View this post on Instagram

 

Stella shows us that communication is way more than just saying words! This morning while Jake was on his computer and I was reading, Stella wanted us to look at her. • After she told us “Now now now now Stella Stella look,” Stella patiently waited for us to understand what she was saying. When I finally “got it” and told her I was watching, Stella pounced on her ball. • Stella got our attention by telling us to look at her, waited for confirmation that we understood, then went ahead and started playing. • Successful communication includes sharing a message with someone, waiting for them to respond, understanding their response, and responding or acting accordingly. I love that our little talking dog is such an amazing communicator! 🐶🗣💫

A post shared by Christina Hunger, MA, CCC-SLP (@hunger4words) on

ସାନ୍‌ ଡାଇଗୋ ନିବାସୀ କ୍ରିଷ୍ଟନା ପ୍ରାୟତଃ ସୋସିଆଲ ମିଡିଆରେ ଷ୍ଟେଲାର ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ତାଙ୍କର ୪.୭ ଲକ୍ଷ ଫଲୋୟର୍ସ ଅଛନ୍ତି। ଷ୍ଟେଲାକୁ ଲୋକମାନେ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.