Below header

ବହୁ ଚେଷ୍ଟାପରେ ମଧ୍ୟ ହାରିଲା ବାଂଲାଦେଶ,୧୦୬ ରନରେ ଜିତିଲା ଇଂଲଣ୍ଡ

ଆଇସିସି ବିଶ୍ବ କପ୍ ୨୦୧୯ରେ ଆଜିର ପ୍ରଥମ ମ୍ଯାଚରେ ସାମ୍ନାସାମ୍ନି ହୋଇଛନ୍ତି ବାଂଲାଦେଶ ଏବଂ ଇଂଲଣ୍ଡ। ବାଂଲାଦେଶର ଅଧିନାୟକ ମଶରଫେ ମୁତର୍ଜା ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଯେପରି ତାଙ୍କ ଉପରେ ଭାରି ପଡିଥିଲା।

ଜସନ ରୟଙ୍କ ବିସ୍ଫୋରକ ବ୍ୟାଟିଂ (୧୫୩ ରନ୍) ବଳରେ ଇଂଲଣ୍ଡ, ବାଂଲାଦେଶ ବିପକ୍ଷରେ ୫୦ ଓଭରରେ ୬ ଓ୍ଵିକେଟ ହରାଇ ୩୮୬ ରନ୍ କରିଥିଲା । ତାହାକୁ ପିଛା କରିବାକୁ ଯାଇ ବାଂଲାଦେଶ 48 ଓଭରରେ ସମସ୍ତ ଓ୍ବିକେଟ ହାରଇ ହାସଲ କରିଥିଲା ୨୮୦ ରନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.