Below header

ବିନ୍ଦାସ୍‌ ଗର୍ଲ ସାନିଆ

ମୁମ୍ବାଇ : ଗର୍ଭବତୀ ଅଛନ୍ତି ଭାରତୀୟ ଟେନିସ ସୁନ୍ଦରୀ ସାନିଆ ମିର୍ଜା। କିଛି ଦିନ ପରେ ସେ ମା ହେବେ । ଏପରି ଅବସ୍ଥାରେ ମଧ୍ୟ ମସ୍ତି କରିବାକୁ ଭୁଲୁ ନାହାନ୍ତି ସାନିଆ। ସପିଂ ସହ ଅଲଗା ଅଲଗା ସ୍ଥାନରେ ବୁଲୁଥିବା ବେଳେ ସାନିୟାଙ୍କୁ ସ୍ପଟ କରାଯାଇଛି। କେବଳ ଏତିକି ନୁହେଁ, ବେବି ବମ୍ପ ସହ ସେ ଟେନିସ କୋର୍ଟକୁ ମଧ୍ୟ ଓହ୍ଲାଇଛନ୍ତି। ବିନା ଦୌଡାଦୌଡିରେ ଲଗାଇ ଚାଲିଛନ୍ତି ସଟ୍‌ ପରେ ସଟ୍‌ । ନିଜେ ସାନିଆ ଏଭଳି ଫଟୋ ଓ ଭିଜୁଆଲକୁ ଇନଷ୍ଟାଗ୍ରାମରେ ସେୟାର କରି କହିଛନ୍ତି, ମୁଁ କହିଥିଲି ନାଁ, ମୋତେ ଏଥିରୁ ଦୂରେଇ ରଖାଯାଇ ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.