ପୁରୀ : ବାଲିସାହିରେ ଥିବା ଏକ ହସ୍ତଶିଳ୍ପ ଗୋଦାମରେ ଅଗ୍ନିକାଣ୍ଡ

ପୁରୀ : ବାଲିସାହିରେ ଥିବା ଏକ ହସ୍ତଶିଳ୍ପ ଗୋଦାମରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ନଷ୍ଟ ହୋଇଯାଇଛି । ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।