T 20 ରେ ବିଜୟ ସହ ବଦଲା, ଭାରତକୁ ୮କୁ ୱିକେଟରେ ହରାଇଲା ଇଂଲଣ୍ଡ

କେନ୍ୟୁଜ୍(ବ୍ୟୁରୋ):  ପ୍ରଥମ ଟି ଟ୍ବେଣ୍ଟି ବିଜୟ ସହ ବଦଲା ନେଲା ଇଂଲଣ୍ଡ। ଭାରତକୁ ୮କୁ ୱିକେଟରେ ହରାଇଲା ଇଂଲଣ୍ଡ। ଭାରତ ୧୨୪ ରନ କରିଥିବା ବେଳେ ଇଂଲଣ୍ଡ ଏହାକୁ ୧୫ତମ ଓଭରରେ ମାତ୍ର ୨ୱିକେଟ ହରାଇ ବିଜୟୀ ହୋଇଛି। ଭାରତର ଶ୍ରେୟସ ଆୟର ୬୭ ଓ ଋଷବ ପନ୍ତ ୨୧ ରନ କରିବାରୁ ସକ୍ଷମ ହୋଇଥିଲେ। ଭାରତର ସ୍କୋର ୧୨୪/୭ ଓ  ଇଂଲଣ୍ଡର ସ୍କୋର ୧୩୦/୨ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.