Below header

ବିଶ୍ବକପ୍ ମୁକାବିଲା, ଦକ୍ଷିଣ ଆଫ୍ରିକା ଦେଲା ନ୍ୟୁଜିଲାଣ୍ଡକୁ ୨୪୨ରନ୍ ର ଟାର୍ଗେଟ

ନୂଆଦିଲ୍ଲୀ : ଆଇସିସି କ୍ରିକେଟ ବିଶ୍ବ କପର ୨୫ତମ ମ୍ୟାଚ ଏଜବେଷ୍ଟନ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ୬ ୱିକେଟ ହରାଇ ହାସଲ କରିଥିଲା ୨୧୮ ରନ୍। ବିଶ୍ବ କପ୍ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ତ ବିପକ୍ଷରେ ଖୁବ ଭଲ ପ୍ରଦର୍ଶନ କରିଛି ଦକ୍ଷିଣ ଆଫ୍ରିକା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.