Below header

କାରୋନା ସଂକ୍ରମଣ କାରଣରୁ ଆଇସ ହକି ଖେଳାଳି ରୋଜର ଚାପୋଟଙ୍କ ନିଧନ

ସ୍ୱିଜରଲାଣ୍ଡ ପକ୍ଷରୁ ୧୦୦ ରୁ ଅଧିକ ଗେମ ଖେଲିଥିବା ପୂର୍ବ ଆଇସ ହକି ଖେଳାଳି ରୋଜର ଚାପୋଟଙ୍କର କୋଭିଡ-୧୯ ବା କାରୋନା ଭାଇରସ ସଂକ୍ରମଣ ଦ୍ୱାରା ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ସେପଟେ ଇଟାଲୀର ପୂର୍ବ ୟୁରୋପୀୟ ଇଣ୍ଡୋର ଚମ୍ପିୟାନ ଡୋନାଟୋ ସାବୀୟଙ୍କର ମଧ୍ୟ କାରୋନା ଭାଇରସ ଯୋଗୁଁ ମୃତ୍ୟୁ ହୋଇଛି। ୫୬ ବର୍ଷ ବୟସରେ ତାଙ୍କର ନିଧନ ଘଟିଛି। କିଛି ଦିନ ପୂର୍ବେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.