Below header

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ଧାରା ଜାରି ରଖି ସିରିଜ ବରାବର କଲା ଟିମ୍ ଇଣ୍ଡିଆ

କମାଲ ଦେଖାଇଲେ ଭାରତୀୟ କ୍ରିକେଟ୍ ଟିମ୍ । ବିଜୟ ଧାରା ଜାରି ରଖି ସିରିଜ ବରାବର କରିଛି ଇଣ୍ଡିଆ । ୱେଷ୍ଟଇଣ୍ଡିଜ୍ ବିପକ୍ଷ T20 ସିରିଜରେ ଭାରତ ଚତୁର୍ଥ ମ୍ୟାଚ୍ ଜିତି ସିରିଜ ବରାବର କରିଛି ।

କମାଲ ଦେଖାଇଲେ ଭାରତୀୟ କ୍ରିକେଟ୍ ଟିମ୍ । ବିଜୟ ଧାରା ଜାରି ରଖି ସିରିଜ ବରାବର କରିଛି ଇଣ୍ଡିଆ । ୱେଷ୍ଟଇଣ୍ଡିଜ୍ ବିପକ୍ଷ T20 ସିରିଜରେ ଭାରତ ଚତୁର୍ଥ ମ୍ୟାଚ୍ ଜିତି ସିରିଜ ବରାବର କରିଛି ।

ଚତୁର୍ଥ ମ୍ୟାଚରେ ଭାରତକୁ ଯଶସ୍ୱୀ ଜୟସ୍ୱାଲ୍  ଓ ଶୁବମନ ଗିଲ୍ ସହଜ ବିଜୟ ଦେଇଛନ୍ତି। ୧୭୯ ରନର ବିଜୟ ଲକ୍ଷ୍ୟକୁ ଭାରତ ୩ ଓଭର ପୂର୍ବରୁ ୯ ୱିକେଟରେ ଜିତିନେଇଛି । ଦୁଇ ପ୍ରାରମ୍ଭିକ ବ୍ୟାଟର୍ ଶୁବମନ ଗିଲ୍ ୭୭ ରନ୍ ଓ ଯଶସ୍ୱୀ ଜୟସ୍ୱାଲ୍ ୮୪ ରନ୍ କରି ଭାରତକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲେ।

ଉଭୟ ପ୍ରଥମ ୱିକେଟରେ ୧୬୫ ରନ୍ ସଂଗ୍ରହ କରି ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କ ସମକକ୍ଷ ହୋଇଛନ୍ତି। ଆଜି ଖେଳାଯିବ ପଞ୍ଚମ ତଥା ଶେଷ T20 ମ୍ୟାଚ୍ । ମ୍ୟାଚ୍ ଜିତି ସିରିଜ୍ କବଜା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.