ଜାଡେଜାଙ୍କ ପତ୍ନୀ ଏମିତି ପାଳିଲେ ଜନ୍ମଦିନ, ଆଖି ଦାନ କରିବାକୁ ନେଲେ ନିଷ୍ପତ୍ତି

ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଶନିବାର ଦିନ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଆଖି ଅନ୍ୟ କୌଣସି ଲୋକଙ୍କୁ ସାହାଯ୍ୟ କରିପାରୁ ବୋଲି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

 

View this post on Instagram

 

Janamdin Mubarak my queen. Thank you for being my source of strength, my joy and my life inspiration.#happybirthday #bekind

A post shared by Ravindra Jadeja (@ravindra.jadeja) on

ଜାଡେଜାଙ୍କ ପତ୍ନୀ କହିଛନ୍ତି, ଭଗବାନଙ୍କ କୃପାରୁ ମୋର ସବୁ ଅଙ୍ଗ ଠିକ୍‌ ରହିଛି, ତେଣୁ ଯିଏ ଆଖି ପାଇଁ ଦେଖିପାରୁନାହାନ୍ତି, ସେମାନଙ୍କ ଯନ୍ତ୍ରଣା ବୁଝିବା ବହୁତ କଷ୍ଟକର। ତେଣୁ ଯଦି ମୁଁ ଆଖି ଦାନ କରି ସେମାନଙ୍କୁ କିଛି ସାହାଯ୍ୟ କରିପାରିବେ, ତେବେ ଏହା ମୋ ପାଇଁ ସମ୍ମାନ ଏବଂ ଗର୍ବର ବିଷୟ ହେବ। ନିଜ ଆଖି ଦାନ କରି ଅନ୍ୟମାନଙ୍କୁ ଆଖି ଦାନ କରିବା ପାଇଁ ରିବାବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.