Below header

ଅଲିମ୍ପିକ କ୍ୱାଲିଫାଏ କରିବା ପରେ ଭୁବନେଶ୍ୱରରେ ପହଞ୍ଚିଲେ କିଟ୍‌ ଛାତ୍ରୀ ଭବାନୀ ଦେବୀ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଫେନସିଙ୍ଗରେ ଅଲିମ୍ପିକ୍ସ ଯୋଗ୍ୟତା ପ୍ରାପ୍ତ କିଟ୍‌ ଛାତ୍ରୀ ଭବାନୀ ଦେବୀ । ପ୍ରଥମ ଥର ଅଲିମ୍ପିକ କ୍ୱାଲିଫାଏ କରିବା ପରେ ଭବାନୀ ଦେବୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତାମିଲନାଡୁ ଝିଅ ଓ କିଟ୍‌ ବିଶ୍ୱ ବିଦ୍ୟାଳୟର ଛାତ୍ରୀ ହେଉଛନ୍ତି ଭବାନୀ ।

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମାଆ ଓ କୋଚ୍‌ଙ୍କ ସହ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ କିଟ୍‌ରେ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏ ଅବସରରେ ସେ ଅସି ଚାଳନା ପ୍ରଦର୍ଶନ କରିବେ । ପରେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.