Below header

ଭାଲୁକୁ ଗୋଡାଇ ଗୋଡାଇ ସହର ପାର କରାଇଲେ ୩ ବୁଲା କୁକୁର

ନୀଳଗିରି: ବୁଲା କୁକୁରଙ୍କ ଆଗରେ ହାର ମାନିଲା ଜଙ୍ଗଲୀ ଭାଲୁ । ଭାଲୁକୁ ଗୋଡାଇ ଗୋଡାଇ ସହର ପାର କଲେ ୩ ବୁଲା କୁକୁର । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସ୍ଥାନୀୟ ସ୍ୱର୍ଣ୍ଣଚୂଡ ପାହାଡରୁ ଖାଦ୍ୟ ଅନ୍ବେଷଣରେ ଭାଲୁଟି ଗାଁ ଭିତରକୁ ଚାଲିଆସିଥିଲା । କଚେରୀ ବଜାର ଦୁର୍ଗା ମଣ୍ଡପ ନିକଟରେ ଭାଲୁଟି ବୁଲୁଥିବା ବେଳେ ବୁଲା କୁକୁର ମାନେ ଘେରି ଯାଇଥିଲେ । ରାତିରେ ସହର ମଧ୍ୟରେ ଭାଲୁ ବୁଲିବା ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.