Below header

କରୋନା ଭାଇରସ କବଳକୁ ଆସିଲେ ମହାନ ଫୁଟବଲ ତାରକା କ୍ରିଷ୍ଟିୟାନୋ ରୋନାଲଡୋ

ପର୍ତ୍ତୁଗାଲର ମହାନ ଫୁଟବଲ ଖେଳାଳି କ୍ରିଷ୍ଟିୟାନୋ ରୋନାଲଡୋ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି।

ijn

କରୋନା ପଜିଟିଭ ମିଳିବା ପରେ ରୋନାଲଡୋ ସ୍ଵିଡେନ ବିପକ୍ଷରେ ହେବାକୁ ନେଶନ୍ସ ଲିଗ ମ୍ୟାଚରୁ ବି ବାହାରି ଯାଇଛନ୍ତି। ଏ ନେଇ ପର୍ତ୍ତୁଗାଲ ଫୁଟବଲ ମହାସଂଘ ମଙ୍ଗଳବାର ସୂଚନା ଦେଇଛି। ମହାସଂଘର କହିବା ଅନୁଯାୟୀ, ରୋନାଲଡୋଙ୍କଠାରେ କୌଣସି ଲକ୍ଷଣ ନାହିଁ ଏବଂ ସେ ଠିକ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.