ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ, ୮ ବର୍ଷ ପରେ ହେଲା ନିର୍ବନ୍ଧ
ବିଶ୍ୱ ପ୍ରସିଦ୍ଧ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରୋନାଲ୍ଡୋଙ୍କ ସାଥୀ ଜର୍ଜିନା ରଡ୍ରିଗ୍ସ ଇନଷ୍ଟାଗ୍ରାମରେ କିଛି ପୋଷ୍ଟ କରିଛନ୍ତି ଯାହା ଇଣ୍ଟରନେଟରେ ଧମାକା ସୃଷ୍ଟି କରିଛି । ପ୍ରକୃତରେ, ବହୁତ ଦିନ ଧରି ସେମାନଙ୍କ ନିର୍ବନ୍ଧର ଖବର…