Browsing Tag

Cristiano Ronaldo

କରୋନା ଭାଇରସ କବଳକୁ ଆସିଲେ ମହାନ ଫୁଟବଲ ତାରକା କ୍ରିଷ୍ଟିୟାନୋ ରୋନାଲଡୋ

ପର୍ତ୍ତୁଗାଲର ମହାନ ଫୁଟବଲ ଖେଳାଳି କ୍ରିଷ୍ଟିୟାନୋ ରୋନାଲଡୋ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି। କରୋନା ପଜିଟିଭ ମିଳିବା ପରେ ରୋନାଲଡୋ ସ୍ଵିଡେନ ବିପକ୍ଷରେ ହେବାକୁ ନେଶନ୍ସ ଲିଗ…

ରୋନାଲ୍ଡୋ କିଣିଲେ ବିଶ୍ୱର ଦାମୀ କାର, ଦାମ୍‌ ୭୫ କୋଟି ଟଙ୍କା

ପର୍ତ୍ତୁଗାଲର ଚର୍ଚ୍ଚିତ ଫୁଟବଲ ଖେଳାଳି କ୍ରିଷ୍ଟିୟାନୋ ରୋନାଲ୍ଡୋ ବିଶ୍ବର ସବୁଠାରୁ ଦାମୀ କାର ବୁଗାଟି ଲା ଭାଓଏଭର (Bugatti La Voeuvre) କିଣିଛନ୍ତି। ରୋନାଲ୍ଡୋ ଯେଉଁ କ୍ଲବ ପକ୍ଷରୁ ଫୁଟବଲ ଖେଳନ୍ତି ସେହି କ୍ଲବ ନିକଟରେ ୩୬ ତମ ସିରି ଏ ଚମ୍ପିଆନସିପରେ ଜିତିଥିଲା। ଏହାପରେ ସେ ଉପହାରରେ…

ଫୁଟବଲ ଟିମର ସଦସ୍ୟଙ୍କଠୁ ବି ଅଧିକ ରୋନାଲଡୋଙ୍କ ଗାର୍ଲଫ୍ରେଣ୍ଡ ସଂଖ୍ୟା, ବିପାଶା ବସୁଙ୍କ ସହ ବି ଥିଲା ଆଫେୟାର୍ସ

ଫୁଟବଲ ଜଗତର ଷ୍ଟାର ଖେଳାଳି ଭାବେ ପରିଚିତ ପର୍ତ୍ତୃଗାଲର କ୍ରିଷ୍ଟିୟାନୋ ରୋନାଲଡୋଙ୍କୁ କିଏ ବା ନ ଜାଣେ। ଖେଳ ଅପେକ୍ଷା ରୋନାଲଡୋ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚିତ। ଫୁଟବଲ ଟିମରେ ୧୧ ଜଣ ଖେଳୁଥିବା ବେଳେ କ୍ରିଷ୍ଟିୟାନୋଙ୍କ ଗାର୍ଲଫ୍ରେଣ୍ଡ ସଂଖ୍ୟା ତା'ଠୁ ମଧ୍ୟ ଅଧିକ। ତାଙ୍କର…

ଇଣ୍ଟରନେଟରେ ଧମାଲ କରୁଛି କୁନି ମେସିଙ୍କ ରୋନାଲ୍ଡୋ ସର୍ଟ, ଦେଖନ୍ତୁ ଭିଡ଼ିଓ

କରୋନା ଭାଇରସ ପାଇଁ ବିଶ୍ୱରେ ୧୮ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବା ସହ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଏହିସବୁ ମଧ୍ୟରେ ୟୁରୋପର ମୁଖ୍ୟ ଦେଶରେ ଖେଳ ପ୍ରତିଯୋଗିତା ରଦ୍ଦ କରାଯାଇଛି। ଏହିସବୁ ମଧ୍ୟରେ ବାର୍ଷିଲୋନା ଇନଷ୍ଟାଗ୍ରାମରେ ଲିୟୋନଲ ମେସିଙ୍କ ଜଣେ ଫ୍ୟାନଙ୍କ ଭିଡ଼ିଓ…

ତିଆରି ହେଲା ରୋନାଲଡୋଙ୍କ ପେପ୍‌ର ଷ୍ଟାଚ୍ୟୁ, ଉଚ୍ଚତା ୪ ମହଲା କୋଠା ସହିତ ସମାନ

କ୍ରିଷ୍ଟିୟାନୋ ରୋନାଲଡୋ ଫୁଟବଲ୍‌ ଜଗତର ଏକ ଏମିତି ନାଁ, ଯାହାଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ନିକଟରେ ଇଟାଲୀରେ ଆୟୋଜିତ ଏକ କାର୍ନିଭାଲ ଅବସରରେ ରୋନାଲଡୋଙ୍କ ଏକ ପେପର ଷ୍ଟାଚ୍ୟୁ ନିର୍ମାଣ କରାଯାଇଛି। ଏହି ଷ୍ଟାଚ୍ୟୁ ୪ ମହଲା ବିଶିଷ୍ଟ କୋଠା ସହ ସମାନ ବୋଲି କୁହାଯାଉଛି। ବିଶ୍ୱର…

ଚକୋଲେଟ୍‌ରେ ପ୍ରସ୍ତୁତ ହେଲା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ୧.୮୭ ମିଟରର ଷ୍ଟାଚ୍ୟୁ, ତିଆରି ପାଇଁ ଲାଗିଲା ୨୦୦ ଘଣ୍ଟା!

ପର୍ତ୍ତୁଗାଲର ଜଣେ ଚକୋଲେଟ୍‌ ନିର୍ମାତା ଜର୍ଜ କାରଡୋସୋ ଚକୋଲେଟ୍‌ରେ ତିଆରି କରିଛନ୍ତି ଫୁଟ୍‌ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ଏକ ପ୍ରତିମୂର୍ତ୍ତି। ସୁଇଜରଲ୍ୟାଣ୍ଡର ଗିସେଜ୍‌ରେ ତିଆରି ହୋଇଥିବା ଏହି ଷ୍ଟାଚ୍ୟୁର ଉଚ୍ଚତା ରହିଛି ୧.୮୭ ମିଟର। ଏଥିରେ ୧୨୯ କିଲୋ ଚକୋଲେଟ୍‌ ବ୍ୟବହାର…