Browsing Tag

Corona virus

ବଢୁଛି କରୋନା ସଂକ୍ରମଣ, ୭ ମୃତ ସହ ୨୭୬ ନୂଆ ଆକ୍ରାନ୍ତ ଚିହ୍ନଟ

ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ୨୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏବେ ୪ ହଜାର ୩୦୨ ରହିଛି କରୋନା ଆକ୍ସିଭ କେସ ।  ୭ ଜଣ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସୁସ୍ଥ ହୋଇ ଫେରିଛନ୍ତି ୩ହଜାର ୨୮୧ । କେରଳରେ ସର୍ବାଧିକ ୧୧୭୫ କରୋନା ସଂକ୍ରମିତ ଅଛନ୍ତି…

କରୋନା ଭାଇରସକୁ ନେଇ ଆତଙ୍କିତ ହେଲେଣି ଲୋକେ, ହଂକଂ ସିଙ୍ଗାପୁରରେ ନୂଆ ମାମଲା ଚିହ୍ନଟ

କୋଭିଡ୍ ମହାମାରୀ କୁ କିଏ ବା ଭୁଲିବ । ସାରା ବିଶ୍ବରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା ଏହି ମହାମାରୀ । ଏବେ ପୁଣି ଡରାଇଲାଣି କରୋନା । କରୋନା ଭାଇରସକୁ ନେଇ ଆତଙ୍କିତ ଲୋକେ । ଯଦି ଆପଣ ଭାବୁଛନ୍ତି ବିଶ୍ୱରୁ କରୋନା ଭାଇରସ ପୂରା ସରି ଯାଇଛି ତେବେ ଆପଣ ପୁରା ଭୁଲ ।  ପୁଣିଥରେ…

କୋଭିଡ ରାଜ୍ୟ ବିପର୍ଯୟ ଘୋଷଣାକୁ ପୂରିଲା ୫ ବର୍ଷ, ସାରା ଦେଶକୁ ଅକ୍ସିଜେନ ସପ୍ଲାଏ କରିଥିଲା ଓଡ଼ିଶା

କୋଭିଡ ରାଜ୍ୟ ବିପର୍ଯୟ ଘୋଷଣାକୁ ପୂରିଲା ୫ ବର୍ଷ । ୨୦୨୦ ମାର୍ଚ୍ଚ ୧୧ରେ ମହାମାରୀ ଘୋଷଣା କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଦିନକ ପରେ ଅର୍ଥାତ ୧୩ ମାର୍ଚ୍ଚ ୨୦୨୦ରେ ରାଜ୍ୟରେ ହୋଇଥିଲା ବିପର୍ଯ୍ୟୟ ଘୋଷଣା । ମାର୍ଚ୍ଚ ୧୬ରେ ପ୍ରଥମ କୋଭିଡ୍ ରୋଗୀ ଚିହ୍ନଟ ହୋଇଥିଲେ । ସଂକ୍ରମିତ ଛାତ୍ର…

ମହାରାଷ୍ଟ୍ରରେ ଡରାଇଲାଣି କରୋନା, ଓମିକ୍ରନ୍‌ ସବ୍‌ଭାରିଆଣ୍ଟ ‘KP.2’ର ୯୧ଟି ମାମଲା ଚିହ୍ନଟ

ଦେଶରେ ପୁଣିଥରେ କାୟା ବିସ୍ତାର କରିବା ଆରମ୍ଭ କଲାଣି କରୋନା ଭାଇରସ୍‌ । ମହାରାଷ୍ଟ୍ରରେ ନୂତନ କୋଭିଡ୍‌-୧୯ ଓମିକ୍ରନ୍‌ ସବ୍‌ଭାରିଆଣ୍ଟ 'KP.2'ର ୯୧ଟି ମାମଲା ଚିହ୍ନଟ କରାଯାଇଛି । ଏହା JN.1 ଭାରିଆଣ୍ଟଠାରୁ ମଧ୍ୟ ଅଧିକ ପ୍ରଭାବଶାଳୀ ବାହାରିଛି, ଯାହାକି ବର୍ତ୍ତମାନ ଅନେକ ଦେଶରେ ସଂକ୍ରମଣ…

ସାଉଦି ଆରବରେ ଘାତକ MERS କରୋନା ଭାଇରସ୍‌ ଚିହ୍ନଟ, ୧ ମୃତ; ଚେତାବନୀ ଦେଲା ଡବ୍ଲ୍ୟୁଏଚ୍‌ଓ

ସାଉଦି ଆରବରେ ଦେଖାଦେଇଛି ଏକ ନୂଆ ଭାଇରସ୍‌ । ରାଜଧାନୀ ରିୟାଦରେ ମିଡିଲ୍‌-ଇଷ୍ଟ୍‍ ରେସ୍ପିରେଟୋରୀ ସିଣ୍ଡ୍ରୋମ୍‌ (MERS) କରୋନା ଭାଇରସ୍‌ର ୩ଟି ମାମଲା ମିଳିଛି, ଯାହାକି ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହି ଘାତକ ଭାଇରସ୍‌ର ଏ ପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରି ନ…

ମହାରାଷ୍ଟ୍ରରେ ଦେଖାଗଲା ନୂଆ କୋଭିଡ ଭାରିଆଣ୍ଟ ଏରିସ, ଜାଣନ୍ତୁ କଣ କହିଛନ୍ତି ବିଶେଷଜ୍ଞ

କୋଭିଡ ନାଁ ଶୁଣିଲେ ଲୋକଙ୍କ ମନରେ ଏବେବି ଡର ଆସେ । କରୋନା ମାମଲା ଦୁନିଆରୁ ଯାଇଥିଲେ ମଧ୍ୟ ଦୁନିଆର ଭିନ୍ନ ଭିନ୍ନ ଦେଶରେ ବର୍ତ୍ତମାନ ମଧ୍ୟ ଏହାର ନୂଆ ଭାରିଆଣ୍ଟ ଦେଖିବାକୁ ମିଳୁଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ବ୍ରିଟେନରେ ନୂଆ କୋଭିଡ ଭାରିଆଣ୍ଟ EG.5.1 ବା ଏରିସ୍…

ଶେଷରେ ସାମ୍ନାକୁ ଆସିଲା ସତ, ଉହାନ୍‌ ଲ୍ୟାବରେ ପ୍ରସ୍ତୁତ ହୋଇଥିଲା କରୋନା ନାଁରେ ଜୈବ ହତିଆର

ଚୀନରୁ ଆସିଲା ଚମକାଇଲା ଭଳି ଖବର । ମଣିଷ ମରା ଜୈବିକ ଭାଇରସ୍ ତିଆରି କରିଥିଲା ଚୀନ୍ । କରୋନା ଭାଇରସ୍ ନାଁରେ ହତିଆର ତିଆରି କରିଥିଲା ବଦମାସ ଚୀନ୍ । ଉହାନ୍ ଲ୍ୟାବରେ ତିଆରି ହୋଇଥିଲା ଏହି ଜୈବ ଅସ୍ତ୍ର । କରୋନା ଭାଇରସକୁ ଜାଣିଶୁଣି ଜୈବ ହତିଆର ରୂପେ ପ୍ରସ୍ତୁତ କରିଥିଲା ଚୀନ୍ । କରୋନା…

ଦେଶରେ ମାଡୁଛି କରୋନା; ପୁଣି ୧୨ ହଜାର ପାର କଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ମାଡୁଛି କରୋନା, ନେଉଛି ଜୀବନ । ଦୈନିକ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍‌ । ପୁଣି ଥରେ ୧୨ ହଜାର ପାର କରିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୫୯୧ ପଜିଟିଭି । ଆଉ ୨୯ ଜୀବନ…

ଦେଶରେ କାୟା ମେଲାଉଛି କରୋନା; ଗତ ୨୪ ଘଣ୍ଟାରେ ୬ମୃତ, ୧୫୯୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ପୁଣି ଥରେ କାୟା ମେଲାଉଛି କରୋନା । ଦେଶରେ ଲଗାତାର ବଢୁଛି ଦୈନିକ ସଂକ୍ରମଣ । ଏବେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ଆଉ ୧୫ଶହ ୯୦ ପଜିଟିଭ୍‌ ବାହାରିଥିବା ବେଳେ କରୋନା ନେଇଛି ଆଉ ୬ ଜୀବନ । ଗତ ୧୪୬ ଦିନରେ ସର୍ବାଧିକ…

H3N2 ଭାଇରସ୍‌ କୁ ନେଇ ରୁହନ୍ତୁ ସତର୍କ

କୋଭିଡ ସଂକ୍ରମଣ ପରେ ଏବେ ବଢ଼ିଲା H3N2 ଭାଇରସ ଭୟ।ଓଡିଶାରେ ବୃଦ୍ଧି ପାଉଥିବା H3N2 ଭାଇରସ ସଂକ୍ରମଣ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । H3N2 ଇନ୍‌ଫ୍ଲୁଏଞ୍ଜାରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଭୟ ବଢ଼ିବାରେ ଲାଗିଛି । କର୍ଣ୍ଣାଟକ ଓ ହରିଆଣାରୁ ଜଣେ ଲେଖାଏଁ…

କରୋନା ପରେ ଧ୍ୱଂସ ଲୀଳା ରଚିବାକୁ ଯାଉଛି କି ଜାପାନର ଏହି ଭାଇରସ୍‌! ପୁଣେରେ ୪ ବର୍ଷର ଶିଶୁ ସଂକ୍ରମିତ, ଜାଣନ୍ତୁ…

ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭାଇରସ୍‌ର ସଂକ୍ରମଣ ସମ୍ପୂର୍ଣ୍ଣ ଭାବରେ ଯାଇ ନ ଥିବାବେଳେ ଏହାରି ଭିତରେ ଜାପାନର ଇନ୍‌ସେଫାଲାଇଟିସ୍‌ ଭାଇରସ୍‌ ଚିନ୍ତାର ବିଷୟ ହୋଇଛି। ମିଡିଆ ରିପୋର୍ଟ ମୁତାବକ, ପୁଣେରେ ଇନ୍‌ସେଫାଲାଇଟିସ୍‌ ଭାଇରସ୍‌ର ମାମଲା ଏବେ ସାମ୍ନାକୁ ଆସିଛି ଏବଂ ଏଥିରେ ୪ ବର୍ଷର…

ମାନବ ନିର୍ମିତ କୋଭିଡ୍ ଷ୍ଟ୍ରେନ୍, ୮୦ ପ୍ରତିଶତ ଭୟଂକର ଓ ୫ ଗୁଣ ସଂକ୍ରାମକ

ବୋଷ୍ଟନ୍ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ସେମାନେ ଏକ କୋଭିଡ୍ -19 ଷ୍ଟ୍ରେନ୍ ବିକଶିତ କରିଛନ୍ତି ଯାହା ଗୁରୁତର ରୋଗ ସୃଷ୍ଟି କରି ପାରେ। ପୁଣି ମୃତ୍ୟୁର ଆଶଙ୍କା ରହିଛି ୮୦ ପ୍ରତିଶତ। ତେବେ ସମଗ୍ର ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିଥିବା ଓମିକ୍ରନ୍ ର…