ଛୁଆଙ୍କୁ ବି ଛାଡ଼ୁନି ମହାମାରୀ, କରୋନାରେ ୫ ଦିନର ନବଜାତକର ମୃତ୍ୟୁ
୫ ଦିନର ନବଜାତକଙ୍କ ଜୀବନ ନେଲା କରୋନା। କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ୫ ଦିନର ଏକ ଛୁଆର ଗ୍ଵାଲିୟରର ଏକ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଜନ୍ମ ହେବା ପରଠାରୁ ହିଁ ଛୁଆଟିର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା। ସେ ଅନ୍ୟ ରୋଗରେ ମଧ୍ୟ ସଂକ୍ରମିତ ଥିଲା। ଗ୍ଵାଲିୟରର ମୁଖ୍ୟ ଚିକିତ୍ସାଧିକାରୀ…